l ଗୋଲିଆ ଗଣ୍ଡଗୋଳ ମାମଲା, ପୁଣି ୫ ଗିରଫ
ବୁଗୁଡା / ଡ଼ଃ କୁମୁଦଚନ୍ଦ୍ର ବେହେରା : ଗତ ଅଗଷ୍ଟ ୧୪ ତାରିଖରେ ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇ କଟକ ଓ ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି। ଏହି ମାମଲାରେ ଅଗଷ୍ଟ ୧୭ ତାରିଖରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଥିବା ବେଳେ ୧୮ ତାରି ଖରେ ପୁଣି ୬…