କାକା ହତ୍ୟାକାରୀ ପୁତୁରା ଗିରଫ
ବରଗଡ :- ଆଜି ସକାଳେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କାଂଶଡ଼ା ଗ୍ରାମର ବ ଯେ ତାଙ୍କର ବାପା ଜମିଦାର ବିଶ୍ୱାଳକୁ ସେହି ଗ୍ରାମର ସଦାନନ୍ଦ ବିଶ୍ୱାଳ ହତ୍ୟା କରିଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ପୂର୍ବ ଶତ୍ରୁତାକୁ ନେଇ ସକାଳୁ ମୃତକ ଓ ଅଭିଯୁକ୍ତ ଙ୍କର ଭିତରେ…