ଡିସେମ୍ବର ୧୪  କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ

http://www.youtube.com/watch?v=YSM8df5a15M  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ୩ କଳା ଆଇନ ବିରୋଧରେ ଜନ ସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ  କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କମିଟି…

କରୋନା ସାଜିଲା ବଇରୀ : ଏଥର ହେବନି କଂସ ମହାରାଜାଙ୍କ ରାଜୁତି 

 ବରଗଡ :-କରୋନା କାରଣରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବାତିଲ କରାଯାଇଛି | ଅନ୍ୟ ମହୋତ୍ସବ ପରି ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ବିବେଚିତ ତଥା ବରଗଡ଼ ଜିଲ୍ଲାକୁ  ବିଶ୍ଵ ଦରବାରରେ ଅନନ୍ୟ ପରିଚୟ ଦେଇପାରିଥିବା ଧନୁଯାତ୍ରା ପାଇଁ ବଇରୀ ସାଜିଛି କରୋନା…

ବିଜୁ ଯୁବ ଜନତା ଦଳର ବରଗଡ ଜିଲ୍ଲା ପାଇଁ ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ୱର (ଶାସକ ପ୍ରଶାସକ ) :ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା…

ଏପଟେ ଚାଲିଛି ଇକୋ ଟୁରିଜିମ ପ୍ରସାର : ଶିମିଳିପାଳ  କଥା କି ଭୁଲି ଯାଇଛନ୍ତି ସରକାର !!

ମୟୂରଭଞ୍ଜକୁ ବୃଦ୍ଧି ପାଉଛି ପର୍ଯ୍ୟଟକଙ୍କ ଆବାଗମନ, ହେଲେ  ଶିମିଳିପାଳରୁ ମୁହଁ ଫେରାଉଛନ୍ତି ବାରିପଦା(ଦିଲ୍ଲୀପ ମହାନ୍ତି )- ପର୍ଯ୍ୟଟନରେ ଆନନ୍ଦର ଉତ୍ସ ଓ ଉଦ୍ଦୀପନାର ପ୍ରାଚୁର୍ଯ୍ୟ ଭରି ରହିଛି । ଏଥି ସହିତ ଜ୍ଞାନ- ଗାରିମା, ଅନୁଭୂତି, ଅଭିଜ୍ଞତା ଓ ସ୍ୱାସ୍ଥ୍ୟ  ଆଦିକୁ ନେଇ…

ମାଲକାନଗିରି ଜିଲ୍ଲା ବାର ଆସୋସିଏସନ : ଦୁର୍ଗା ପ୍ରସାଦ ସଭାପତି, ଲମ୍ବୋଦର ସମ୍ପାଦକ

ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ନିର୍ବାଚନର ଫଳାଫଳ ବାହାରିଛି |  ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ୪୮  ଖଣ୍ଡଭୋଟ ପାଇ ବାର ଆସୋସିଏସନ ର ସଭାପତି ଓ  ୪୮ ଭୋଟ ପାଇ ଶ୍ରୀ ଲମ୍ବୋଦର ତୁରୁକ ଲଗାତର ପଞ୍ଚମ ଥର ପାଇଁ ସମ୍ପାଦକ ଭାବେ ନିର୍ବାଚିତ…

ଆମ ସେତୁର ଆବଶ୍ୟକତା ରହିଛି, ପ୍ରାଚୀରର ନୁହେଁ : ପ୍ରଧାନମନ୍ତ୍ରୀ

ଫିକ୍କିର 93ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ ଏକ ଦୃଢ଼ ଏବଂ ନିର୍ଣ୍ଣାୟକ ସରକାର ସମସ୍ତ ଅଂଶୀଦାରଙ୍କୁ ସେମାନଙ୍କର ସମ୍ଭାବନାକୁ ବାସ୍ତବ ରୂପ ଦେବାରେ ସହାୟତା କରିଥାଏ ନୀତି ଓ ଉଦ୍ଦେଶ୍ୟ ସହିତ କୃଷକଙ୍କ କଲ୍ୟାଣ ଲାଗି ସରକାର ସମ୍ପୂର୍ଣ୍ଣ…

“ଅନୁଭବରେ ବିଶାଳ ଆମେରିକା’ ଲୋକାର୍ପିତ

ଓଡ଼ିଆ ଭ୍ରମଣ ସାହିତ୍ୟର ପରମ୍ପରା ଅତ୍ୟନ୍ତ ସମୃଦ୍ଧ ଭୁବନେଶ୍ୱର : ଓଡ଼ିଆ ସାହିତ୍ୟରେ ଭ୍ରମଣ ସାହିତ୍ୟ ପରମ୍ପରା ସମୃଦ୍ଧ ଗୌରବର ଅଧିକାରୀା ଦେଶ, ରାଜ୍ୟ ଓ ବିଦେଶକୁ ନେଇ ରଚିତ ରାଶି ରାଶି ଭ୍ରମଣ ବୃତ୍ତାନ୍ତ ପାଠକମାନଙ୍କୁ ଆଚ୍ଛନ୍ନ କରିବସିଛିା ଭ୍ରମଣକାରୀର ମାନସିକତା, ଆଗ୍ରହ ଓ ରୁଚିକୁ…

ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ଟ୍ୱିଟ୍ ଜରିଆରେ ସାଧୁବାଦ ଦେଲେ କେନ୍ଦ୍ରମନ୍ତ୍ରୀ

ବୃକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ପାଇଁ ସଚେତନତାର ବାର୍ତା ଦେବା ଖୁସିର ବିଷୟ-ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଅଭିନବ ଉପାୟରେ ବେଆଇନ ଗଛକଟା…

ଚୋରି ସାମଗ୍ରୀ ଉଦ୍ଧାର,୩ ଗିରଫ ।

ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ )  ବେଲଗୁଣ୍ଠା ମେଇନ୍ ରୋଡ୍ ତଥା ଭଞ୍ଜନଗର ରୋଡ୍ ବାସିନ୍ଦା ଏ.ସୁବାରାଓ ଆଚାରୀଙ୍କ ବାସଭବନରୁ ଗତ ୫ ଡିସେମ୍ବରରେ ଶ୍ରୀ ଆଚାରୀ ଭୁବନେଶ୍ୱର ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା, ଟିଭି, ଗ୍ରାଇଣ୍ଡର, ଫ୍ୟାନ୍,ହୋମ୍ ଥିଏଟର୍,ମୋବାଇଲ,ଗ୍ୟାସ୍…

ପୁଣି ଏକ ନାବାଳିକାର ବିବାହ ରୋକିବାରେ ସକ୍ଷମ ହେଲେ ଚାଇଲ୍ଡଲାଇନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନା ଅନ୍ତର୍ଗତ ଅର୍ଡା ପଞ୍ଚାୟତର ଏକ ଗ୍ରାମରେ ଏକ ବାଲ୍ୟବିବାହକୁ ପୋଲିସ ସହାୟତାରେ ରୋକିବାକୁ ସମର୍ଥ ହେଲେ ଚାଇଲ୍ଡଲାଇନ। ବିଗତ କେତେ ମାସ ଭିତରେ ଏହିପରି ବାଲ୍ୟବିବାହକୁ ରୋକିବା ପାଇଁ ଚାଇଲ୍ଡଲାଇନ ତରଫରୁ ହେଉଥିବା ପ୍ରୟାସକୁ…