ଆଦିବାସୀ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନଙ୍କ ବଦଲି ଦାବୀରେ ସ୍କୁଲରେ ତାଲାବନ୍ଦ କଲେ…
ପଦ୍ମପୁର-ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ଗ୍ରାମର ଅବସ୍ଥିତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଆଜି ତାଲାବନ୍ଦ କରିଛନ୍ତି । ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନଙ୍କ ଅନେକ ଅସନ୍ତୋଷ କାର୍ଯ୍ୟ ଯଥା କମିଟି ଗଠନ ରେ ଜାଳିୟାତି,…