ସମ୍ବଲପୁରରେ ଚଳଚ୍ଚିତ୍ର ନିର୍ମାଣ ଓ ସମ୍ପାଦନା ଉପରେ କର୍ମଶାଳା I
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସ୍ଥାନୀୟ ସାଂସ୍କୃତିକ ସମାଜର ସ୍ଵାଧୀନତା ସଂଗ୍ରାମୀ ହଲ ଠାରେ ତ୍ରିଦିବସୀୟ ଚଳଚ୍ଚିତ୍ର ପ୍ରସ୍ତୁତି ଓ ରୂପେଲୀ ପରଦାରେ ଅଭିନୟ ସମ୍ପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ…