ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଭରଚୁଆଲ ଶୋକ ସଭା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା…

ବିଜେତାଙ୍କୁ ନବୀନ ଜଣାଇଲେ ଅଭିନନ୍ଦନ 

ଭୁବନେଶ୍ୱର :  ଚାରି ରାଜ୍ୟର ନିର୍ବାଚନ ଫଳ ବାହାରିବା ପରେ ବିଜୟୀ ମୁଖ୍ୟମନ୍ତ୍ରୀ ଓ ରାଜନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ, କେରଳର ମୁଖ୍ୟମନ୍ତ୍ରୀ ପି ବିଜୟାନଙ୍କୁ…

କଣ ରହିବ ଲକଡାଉନର ସ୍ୱରୂପ : କଣ ଖୋଲିବ, କଣ ବନ୍ଦ ରହିବ ଦେଖନ୍ତୁ 

ରାଜ୍ୟରେ କୋଭିଡ଼୍ ସଂକ୍ରମଣ ରୋକିବା ନିମନ୍ତେ ମଇ ମାସ ୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଲକ୍ଡ଼ାଉନ୍ ଜୀବନ ଓ ଜୀବିକାର ସମନ୍ୱୟ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ଭୁବନେଶ୍ୱର:  ସାରା ଦେଶରେ ବୃଦ୍ଧିପାଉଥିବା କୋଭିଡ୍ ସଂକ୍ରମଣ ହାର ପରିପ୍ରେକ୍ଷିରେ ଓଡ଼ିଶାରେ ସଂକ୍ରମଣ ରୋକିବା ନିମନ୍ତେ…

ଅନ୍ୟାଦେଶ ଯାଏଁ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା(ଦିଲ୍ଲୀପ ମହାନ୍ତି)- ଫେରିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟେ୍ରନର ଘାତକ ରୂପ ଧାରଣ କରିଛି ଓ ଏହାର ପ୍ରଭାବରେ ଛଟପଟ ହେବାରେ ଲାଗିଛନ୍ତି ଜନସାଧାରଣ । ବିଶ୍ୱ ମହାମାରୀ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ…

କିସ୍‍ ରଗ୍‍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲକେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର

କିସ୍‍ ରଗ୍‍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏକାଦଶ ଦାଦା ସାହେବ ଫାଲ୍‍କେ ଫିଲ୍ମ ଫେଷ୍ଟିଭଲ ୨୦୨୧ ଅବସରରେ ଜୁରୀ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜଙ୍ଗଲ କ୍ରାଏକୁ ଏହି ପୁରସ୍କାର ପ୍ରଦାନ…

ରାଜ୍ୟ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ ଭାବରେ  ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

6944 କାର୍ଯ୍ୟରତ ସାମ୍ବାଦିକମାନେ ଉପକୃତ ହେବେ | ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ ଘୋଷଣା କରିଛନ୍ତି। ଏଥିପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ରାଜ୍ୟରେ ଜାରି ହେଲା ସମ୍ପୂର୍ଣ୍ଣ ଲକ ଡାଉନ : ସରକାର  କଲେ ଘୋଷଣା 

ଭୁବନେଶ୍ୱର : କରୋନାର ପ୍ରାବଲ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଜାରି କରିଛନ୍ତି ସମ୍ପିର୍ଣ୍ଣ ଲକଡାଉନ | ସରକାର  କଲେ ଘୋଷଣା | ଏହି ଲକ ଡାଉନ ଆସନ୍ତା ମେ ୫ ତାରୀଖ ସକାଳୁ ମେ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ | ଏ ସମୟରେ ଅତ୍ୟାବଶ୍ୟକ ସେବା ବଳବତ୍ତର ରହିବ ବୋଲି…

ପାଉଣା ଛାଡ଼କଲା ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର

ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ  ଗତବର୍ଷ ଓ ଚଳିତ ଶିକ୍ଷା ବର୍ଷର କେତକ ପାଉଣା ଛାଡ କରାଯାଇଥିବା ଅଧ୍ୟକ୍ଷା ରଶ୍ମିରେଖା ସାହୁ ପ୍ରକାଶ କରିଛନ୍ତି। କଳମ୍ବ ଶ୍ରୀ ଅରବିନ୍ଦ…

ପୋଲସରାର ସବୁଜ ମଣିଷ ପଦ୍ମନାଭ ପ୍ରଧାନ

ପୋଲସରା /ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ବୃକ୍ଷ ହିଁ ଜୀବନ। ବୃକ୍ଷ ଓ ଜଙ୍ଗଲ ଧ୍ୱଂସ ପାଇବା ଯୋଗୁଁ ଗ୍ରୀଷ୍ମର ପ୍ରଚଣ୍ଡ ନିଆଁରେ ଜଳଛୁ ସାରା ବିଶ୍ୱ ଓ ଅସ୍ତବ୍ୟସ୍ତ ହୋଇପଡୁଛି ଜୀବ ଜଗତ । ସେଥିପାଇଁ ପରିବେଶର ସୁରକ୍ଷା ଓ ପ୍ରଦୂଷଣର ନିୟନ୍ତ୍ରଣ ପାଇଁ ସମଗ୍ର ବିଶ୍ୱ ଆଜି ତପ୍ତର । ସରକାରୀ ଓ…

ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା:ଶ୍ରୀଜିଉଙ୍କ ଯୁଦ୍ଧ ଯାତ୍ରା ବେଶ ଓ ରାବଣ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ପ୍ରଭୁଙ୍କର ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ  ହୋଇଯାଇଛି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଭକ୍ତରାଜ ହନୁମାନ ଓ ଯୁବରାଜ…