ଅନ୍ୟାଦେଶ ଯାଏଁ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଲା ଶିମିଳିପାଳ ଅଭୟାରଣ୍ୟ
ବାରିପଦା(ଦିଲ୍ଲୀପ ମହାନ୍ତି)- ଫେରିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟେ୍ରନର ଘାତକ ରୂପ ଧାରଣ କରିଛି ଓ ଏହାର ପ୍ରଭାବରେ ଛଟପଟ ହେବାରେ ଲାଗିଛନ୍ତି ଜନସାଧାରଣ । ବିଶ୍ୱ ମହାମାରୀ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ…