ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
https://www.youtube.com/watch?v=SGAucYnW3Bw
ଭୁବନେଶ୍ୱର ( ଶାସକ ପ୍ରଶାସକ) ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୪୧ ବର୍ଷ ପରେ ଭାରତକୁ ଏହି ବିରଳ ଗୌରବ ଆଣିଦେଇଥିବା ଯୋଗୁ ଟିମର ସମସ୍ତ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ…