ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା : ୮ ଗୁରୁତର।
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:ଆଜି ସକାଳେ କୁଜେନ୍ଦ୍ରୀ ବାଟଗଛ ନିକଟସ୍ଥ ଜାତୀୟ ରାଜପଥରେ ଟ୍ରକ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଅଟୋ ଆରୋହି ଆହାତ ହୋଇଛନ୍ତି Iତେବେ ଦୁଇ ଜଣ ଗୁରୁତର ଥିବା ବେଳେ ୬ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।ଆଜି କୁଜେନ୍ଦ୍ରୀରୁ…