ଚାଷୀଙ୍କୁ ଉଚ୍ଛନ୍ନ କରିଦେଲା “ଜୱାଦ”
ବୁଗୁଡା/ପୋଲସରା (ଡଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ ଦୂର ହୋଇଥିଲେ ମଧ୍ୟ ଚାଷୀମାନଙ୍କର ସାରା ବର୍ଷର ଖାଦ୍ୟ ଓ ଆୟ ଖାଇଦେଇଛି "ଜୱାଦ" ବର୍ଷା। ବିଶେଷ କ୍ଷତି ହୋଇଛି ଚାଷୀମାନଙ୍କ ପାଚିଲା ଧାନ ଫସଲ। ପାଚିଲା ଧାନ କ୍ଷେତରେ ପଡି ଲହଡି ମାରୁଛି ବର୍ଷା ପାଣି। ଜମିରେ…