ସଚେତନ ହେମା ଢୋଲବନ୍ଧ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଡିସେମ୍ବର 30ରୁ

ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ଆସନ୍ତା ଡିସେମ୍ବର 30 ଓ 31 ଦୁଇଦିନ ଧରି ମହାସମାରୋହରେ ନାଟ୍ୟ କଳାର ଜୟଗାନ କରି ଗ୍ରାମୀଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ l ପ୍ରଥମ…

ପଂଚାୟତ ଓ ପୌର ଭୋଟ ଆଗରୁ ବିଜେଡିରେ ଫଟାଫଟି !

ନେତାଙ୍କ ଭିତରେ ମନ ମେଳ ନାହିଁ କିଏ କରେଇବ ମିଟି ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ରାଜ୍ୟରେ ପଞ୍ଚାୟତ ଓ ପୋୖରପରିଷଦ ନିର୍ବାଚନ ପାଇଁ ସବୁ ଦଳରେ ଏବେ ତତ୍ପରତା ଦେଖା ଦେଇଛି I ବିଜେଡି ସବୁ ଦିଗରୁ ସୁଦୃଢ଼ ଥିଲେ ବି ଘୁ.ଉଦୟଗିରି ବିଜେଡିରେ କେଁ ଥିବା ଦେଖା ଦେଇଛି I ଏହି ବିବାଦ ପୂର୍ବତନ…

କୃଷି ବିଭାଗରେ ୨୦୦ କୋଟିରୁ ଉର୍ଧ୍ଵ ଟଙ୍କାର ଘୋଟାଲାର ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

ଘୋଟାଲା ବିରୁଦ୍ଧରେ ସିବିଆଇ ତଦନ୍ତ ଦାବୀ ସହ ଆନ୍ଦୋଳନ କରିବ କୃଷକ ମୋର୍ଚ୍ଚା ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା…

କୋଣାର୍କରେ ଅଭାବନୀୟ ଘଟଣା !

ପୁରୀ/ଅନିମେଶ ପଟ୍ଟନାୟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହଜାରରୁ ଅଧିକ ପର୍ଯ୍ୟଟକ ମାନିଲେନି ପ୍ରଶାସନର ନିୟମ । ଧସେଇ ପସିଲେ କୋଣାର୍କ ସୂର୍ଯ୍ୟମନ୍ଦିରର ପରିସରକୁ । ସୂଚନା ମୁତାବକ, ଟିକେଟ କାଉଣ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପର୍ଯ୍ୟଟକଙ୍କୁ…

ରଣପୁର ଏନ. ଏସି ରେ ବିଧାୟକ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାଶ ଓ ଭିତ୍ତିପ୍ରସ୍ଥର ସ୍ଥାପନ

ରଣପୁର /ପ୍ରସନ୍ନ କୁମାର ସାମନ୍ତରାୟ: ନୟାଗଡ ଜିଲ୍ଲା ରଣପୁର ଏନ. ଏ. ସି ରେ  ସ୍ଥାନୀୟ  ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ଥର ସ୍ଥାପନ  କରାଯାଇଛି | ମଙ୍ଗଳ ବାର ଅପରାହ୍ନ ସମୟରେ ବିଧାୟକ ଶ୍ରୀ ସତ୍ୟନାରାୟଣ ଏହି ଭିତ୍ତିପ୍ରସ୍ଥର ଓ…

ଆମ୍ରି ହସ୍ପିଟାଲରେ ବିଏସକେ ୱାଇ ଯୋଜନାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କଲେ ଖୋର୍ଦ୍ଧା…

ଭୁବନେଶ୍ୱର (ଶାସକ ପ୍ରଶାସକ):ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ପରିଦର୍ଶନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ହେଉଥିବା ହରଷ ବରାଡ, ଧୂରେନ୍ଦ୍ର ଲାଲ ସିଂହଦେଓ ଓ ନରସିଂହ ଦାସଙ୍କ…

ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ : ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଂଗ୍ରେସ ସବୁବେଳେ ଲୋକଙ୍କ ସହିତ ରହିଆସିଛି , ଏବେବି ଅଛି ଓ ଭବିଷ୍ୟତରେ ମଧ୍ୟ ରହିଥିବ । ତେଣୁ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାରେ କଂଗ୍ରେସ ଜିଲ୍ଲା ପରିଷଦ ସମେତ ବହୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଅକ୍ତିଆର କରିବ…

ଜିଲ୍ଲାରେ ପ୍ରଥମ ସ୍ଥାନରେ କୃତୀ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ୨୦୨୦-୨୦୨୧ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ପରୀକ୍ଷା ଏବଂ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ…

ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ : ଚିକିତ୍ସିତ ହେଉଥିବା ବିଏସ୍‌କେୱାଇ କାର୍ଡଧାରୀ ମାନଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି ମଙ୍ଗଳବାର ଦିନ ଜିଲ୍ଲାର ଗୋଷାଣୀ ବ୍ଲକ , କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ସହରରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ…

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ ହୋଇଛି। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ସଭାଗୃହ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା…