ଫାଲକନ ଫିଇଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା : ଜଣେ ମୃତ,ଜଣେ ଗୁରୁତ୍ୱର ।

ଖୋର୍ଦ୍ଧା (ସେକ କୌଶର ): ଟ୍ରକ କୁ ପିଟିଲା ଟ୍ରକ ଦୁଇ ଗୁରୁତ୍ୱର ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଇଡ୍ସ ସମ୍ମୁଖରେ । ସୂଚନାଯୋଗ୍ୟ ଯେ ଫାଲକନ ଫିଇଡିସ୍ ସମ୍ମୁଖରେ ଠିଆ ହୋଇଥିବା ଏକ ଆଇରନ ବୋଝେଇ ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଅଣ୍ଡା…

ଟାଟା ଷ୍ଟିଲ ମାଇନିଂ ସଷ୍ଟେନେବିଲିଟି ପାଇଁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସମ୍ମାନିତ

ସୁକିନ୍ଦା: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି। ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଏକ ବଡ଼ ସଫଳତା ଓ ପର୍ଯ୍ୟାବରଣ, ସାମାଜିକ ଓ କର୍ପୋରେଟ୍ ଶାସନ ନୀତିକୁ ପ୍ରୋତ୍ସାହିତ କରିବା ସହିତ…

ସରିଲା ପୌର ନିର୍ବାଚନ – ୨୦୨୨ : ଇ ଭି ଏମ୍ ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ : ୬୪.୧୪ % ମତଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ମତଦାନ ସରିଲା । ଇଭିଏମ୍ ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ।ପାରଳାଖେମୁଣ୍ଡି ପୌରପରିଷଦର ୧୬ ଗୋଟି ୱାର୍ଡ ପାଇଁ ୩୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପଣ୍ଡା ଙ୍କ ପରଲୋକ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପ୍ରମେୟ ର ବ୍ଲକ ପ୍ରତିନିଧି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡାଙ୍କ ପରଲୋକ ହୋଇ ଯାଇଛି ।ମୃତ୍ୟୁ ବେଳକୁ ୬୯ବୟସ ହୋଇଥିଲା। ବୁଧବାର ଦିନ ରାୟଗଡ଼ା ସ୍ଥିତ ଗୁରୁଗୁଡା ବାସଭବନ ଠାରେ ସକାଳ ୮ ଘଣ୍ଟା ସମୟରେ ଶେଷ ନିଶ୍ବାସ…

ଶେଷ ହେଲା ବଲାଙ୍ଗୀର ଜିଲ୍ଲା ରେ ପୌର ନିର୍ବାଚନ

ବଲାଙ୍ଗୀର : କେତୋଟି ଛୋଟ ମୋଟ ଘଟଣାକୁ ଛାଡିଦେଲେ ବେଶ ଶାନ୍ତି ପୂର୍ଣ୍ଣ ଭାବରେ ଶେଷ ହୋଇଛି ବଲାଙ୍ଗୀର ଜିଲ୍ଲା ରେ ପୌର ନିର୍ବାଚନ । ବଲାଙ୍ଗୀର ର ୮୪ ଟି ବୁଥରେ ମୋଟ ୭୮୭୨୩ଜଣ ଭୋଟରଙ୍କ ମଧ୍ୟରୁ ୪୬୮୯୪ଜଣ ଅର୍ଥାତ୍ ୫୯ ପ୍ରତିଶତ ରୁ ଅଧିକ ଭୋଟ ହୋଇଥିବା ସୂଚନା ମିଳିଛି । ସେହିପରି ଟିଟିଲାଗଡ…

ଟିକିରି ଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତି ମୃତ ,କ୍ଷତିପୁରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରକ

କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଟୋଟାଗୁଡା ଛକ ନିକଟରେ ଗତକାଲି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ କୁ ଧକ୍କା ଦେଇଥିଲା ଯାତ୍ରୀବାହି ଓଟ ଜଣେ ଗୁରୁତର ଆହତଙ୍କୁ ପ୍ରଥମେ ଓଷାପଡା ଉତ୍କଳ ଆଲୁମିନା ହସ୍ପିଟାଲ ଓ ପରେ ରାୟଗଡା ଜିଲ୍ଳା…

ଅଜଣା ପିକ୍‌ଅପ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ଥାନା କଣ୍ଟାବାଞ୍ଜି ରାସ୍ତାର ସାଲେପାଲି ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାର ଇତିମଧ୍ୟରେ ଜଣାପଡିଛି । ବାଇକ୍‌ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ…

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମାଦିବସ ପାଳନ

ଜଗତସିଂପୁର/ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ,ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତି ଓ.ପି.ଡି, ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଵିଶ୍ୱ ଯକ୍ଷ୍ମାଦିବସ ପାଳତ ହୋଇଯାଇଅଛି। ଏହି ଦିବସରେ ଅଧ୍ୟଯତା କରି ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ…

ଇଭିଏମ୍‌ରେ ସିଲ ହେଲା ୭୩ ପ୍ରାର୍ଥୀଙ୍କ ଭାଗ୍ୟ : ୮୨% ମତଦାନ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ପୌରପରିଷଦ ନିର୍ବାଚନ କେତୋଟି ୱାର୍ଡରେ କାଁ ଭାଁ ଗଣ୍ଡଗୋଳକୁ ଛାଡି ଦେଲେ ସନ୍ତି ଶୃଙ୍ଖଳାର ସହିତ ଶେଷ ହେବା ସହିତ ୬୯ଜଣ କାଉନସିଲର ପ୍ରାର୍ଥ ଓ ୪ଜଣ ଅଧ୍ୟକ୍ଷା ମୋଟ ୭୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଲଭିଏମ ମଧ୍ୟରେ ସିଲ ହୋଇଛି । ତେବେ ମତଦାନ…

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଣିଲା ଆଶ୍ବସ୍ତି : ଏ ବର୍ଷ ବଢିବନି ବିଦ୍ୟୁତ ଶୁଳ୍କ

ଭୁବନେଶ୍ୱର : ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଚଳିତ ବର୍ଷ ବିଦ୍ୟୁତ ଶୁଳ୍କ ବଢିବ ନାହିଁ ବୋଲି ଓଡିଶା ସରକାରଙ୍କ ନିଷ୍ପତ୍ତି ଓଡିଶାବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । |…