ତ୍ରିଦିବସୀୟ ଶକ୍ତି ଯଜ୍ଞ ଉଦଯାପିତ
ଓଡ଼ଗାଁ ୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରୀ ଗ୍ରାମରେ ବିରାଜିତ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୁଣ୍ୟପୀଠରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ତ୍ରିଦିବସୀୟ ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ଶକ୍ତି ଯଜ୍ଞ ଗ୍ରାମବାସୀଙ୍କ ପୂର୍ଣ୍ଣ!-->…