ଡୁଙ୍ଗୁରିପାଲି ଥାନାରେ ଛତିଶ ଗଡ଼ ରାଜ୍ୟକୁ ଯାଉଥିବା ୧୦୦ କ୍ୟୁଣ୍ଟାଲ ଚାଉଳ ବୋଝେଇ ମିନି ଟ୍ରକ ଜବତ ସହ ଡ୍ରାଇଭର ଅଟକ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ୧୦୦ କ୍ୟୁଣ୍ଟାଲ ଚାଉଳ ବୋଝେଇ ମିନି ଟ୍ରକକୁ ଜବତ କରି ଡ୍ରାଇଭ କୁ ଅଟକ ରଖିଛି ଡୁଙ୍ଗୁରିପାଲି ପୋଲିସ, ସୂଚନା ଜଣାଯାଏ ଯେ ଗତକାଲି ଗୁରୁବାର ରାତି ୯.୩୦ ଟା ସମୟରେ ଡୁଙ୍ଗୁରିପାଲି ପୋଲିସ ପେଟ୍ରୋଲିଙ୍ଗ କରୁ…