ପ୍ରବାସୀଙ୍କ ମାତୃଭୂମି ଚିନ୍ତା:ମୁଳିଆ ସ୍ମାରକୀ ମେଧାବୃତ୍ତି ପାଇଲେ ୧୨ ଜଣ ଛାତ୍ରଛାତ୍ରୀ
ଭଞ୍ଜନଗର : ସୁଦୂର ଆମେରିକାରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଦାମୋଦର ସାହୁ ନିଜ ମାତୃଭୂମିର ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବା ପାଇଁ ଆରମ୍ଭ କରିଥିଲେ ମୁଳିଆ ସ୍ମାରକୀ ଛାତ୍ର ବୃତ୍ତି ।ଗତ ଦୁଇ ବର୍ଷ ପୁର୍ବେ ଏହାର…