ଜେକେ ଟାୟାର ପକ୍ଷରୁ ନୂଆ “ଜେଟଷ୍ଟିଲ ଜେଡିଏଚ୍ ଏକ୍ସଏମ୍’ ଓ “ଜେଟୱେ ଜେୟୁସି ଏକ୍ସଏମ୍’ର ଉନ୍ମୋଚନ ସହ ଓଡ଼ିଶାରେ ଏହାର…
ଏହି ନୂଆ ଟାୟାରରେ ରହିଛି ଉନ୍ନତ ପ୍ରଯୁକ୍ତି, ଅଧିକ ଦୀର୍ଘସ୍ଥାୟୀ ଓ ଉତମ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛି
ଭୁବନେଶ୍ୱର: ଭାରତର ପ୍ରମୁଖ ଟାୟାର କଂପାନି ତଥା ଟ୍ରକ୍ ଓ ବସ୍ ରାଡିଆଲ୍ ଟାୟାର କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଆଜି…