ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତ ମୁନା ସାହୁ ଗିରଫ
କୋର୍ଟ ଚାଲାଣ,ଜାମିନ ଖାରଜ,ଜେଲ ହାଜତକୁ ଗଲେ
ସମ୍ପୃକ୍ତ ସମସ୍ତ ୭ଜଣ ଅଭିଯୁକ୍ତ ୧୫ ଦିନ ମଧ୍ୟରେ ଗିରଫ।
ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ…