ଔଷଧୀୟ ଉଦ୍ଭିଦର ସଂରକ୍ଷଣ ନିମନ୍ତେ ତ୍ୱରିତ ପଦକ୍ଷେପ ନେଇ ବିଶେଷଜ୍ଞଙ୍କ ଆହ୍ୱାନ
ଭୁବନେଶ୍ୱର, ସେପ୍ଟେମ୍ବର ୧୧: ସ୍ୱାସ୍ଥ୍ୟସେବାର ସର୍ବପୁରାତନ ଓ ନିର୍ଭରଯୋଗ୍ୟ ଉତ୍ସଗୁଡ଼ିକ ମଧ୍ୟରୁ ଅନ୍ୟତମ ଔଷଧୀୟ ଉଦ୍ଭିଦ ବର୍ତମାନ ମାନବୀୟ ହସ୍ତକ୍ଷେପ, ଆବାସସ୍ଥଳୀ ନଷ୍ଟ, ଅତ୍ୟଧିକ ସଂଗ୍ରହ ଓ ଜଳବାୟୁ ପରିବର୍ତନ ଯୋଗୁଁ ଗୁରୁତର ବିପଦର ସମ୍ମୁଖୀନ ହେଉଛି । ଏହାର ସଂରକ୍ଷଣ ପାଇଁ ତ୍ୱରିତ!-->…