ଶାରଳା ପୀଠରେ ଲାଗୁ ହେଲା ନୂଆ ନିୟମାବଳୀ, ମନ୍ଦିର ଭିତରକୁ ମୋବାଇଲ୍ ନିଷେଧ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ କନକପୁରର ମା’ ଶାରଳାଙ୍କ ମନ୍ଦିରରେ ଶୃଙ୍ଖଳା ଆଣିବାକୁ ନୂଆ ନିୟମାବଳି ଲାଗୁ ହୋଇଛି। ଏଥିରେ ମା’ଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀମାନଙ୍କ ସୁରକ୍ଷା, ପୀଠର ପବିତ୍ରତା ରକ୍ଷା ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ଵ ଆରୋପ…