କପିଳାସ ଚନ୍ଦ୍ରଶେଖରଜୀଉ ମହାଦେବଙ୍କ ପିଠରେ ଓଡ଼ିଶା ସମେତ ବାହାର ରାଜ୍ୟର ହଜାର ହଜାର ଭକ୍ତଙ୍କ ସମାଗମ

ଢ଼େଙ୍କାନାଳ/ରବିନ୍ ଦାସ ; ଗଁଦିଆ ବ୍ଲକ୍ ତଥା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ଚନ୍ଦ୍ରଶେଖରଜୀଉ ପିଠରେ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲା ତଥା ରାଜ୍ୟ ବାହାରୁ କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ପୁନ୍ୟ ଜଳ ନେଇ କପିଳାସ ଅଭିମୁଖେ ଯାତ୍ରା କରୁଛନ୍ତି…

୮ ମାସର ଶିଶୁର ଶରୀରରେ ସୃଷ୍ଟି ହୋଇଥିବା ବିଶାଳ ମେନିନ୍‌ଗୋମାଇଲୋସିଲ୍‌କୁ ସଫଳତାର ସହ ବାହାର କଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର…

ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏକ…

ରୋଟାରି କ୍ଲବ୍‌ ଭୁବନେଶ୍ବର ମିଡୋଜ ପକ୍ଷରୁ ନବମ ଅଧିଷ୍ଠାନ ଉତ୍ସବ ପାଳିତ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ପଦ୍ମଜା ପ୍ରିମିୟମ୍‌ ହୋଟେଲଠାରେ ରୋଟାରି କ୍ଲବ୍‌ ଭୁବନେଶ୍ବର ମିଡୋଜ ପକ୍ଷରୁ ନବମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ବର-କଟକ ଟ୍ବିନ୍‌ ସିଟିର ପୁଲିସ୍‌ କମିଶନର ଆଇପିଏସ୍‌ ଶ୍ରୀସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ…

ନବରଙ୍ଗପୁର ଜିଲ୍ଲରେ ମତ୍ସ୍ୟଚାଷୀ ଦିବସ ପାଳିତ.

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ସଦର ମହକୁମା, ମିଶନ ଶକ୍ତି ସଭା ଗୃହରେ, ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଣମଞ୍ଜରୀ ବିଶୋଇ, ଡ଼ିଏଫଓ, ରଂଜିତା ବେହେରା, ସିଡ଼ିଭିଓ, ରାଧେଶ୍ୟମ ଲାଇକ, ସିଡ଼ିଏଓ, କମଳ ଲୋଚନ ନାୟିକ,…

ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବରେ ଅବସର ପରେ ରାଜନୀତିରେ ପାଦ ଥାପିଲେ ଶିକ୍ଷାବିତ ଡ ପ୍ରତାପ ନାୟକ।

ବାସୁଦେବପୁର - ଶିକ୍ଷା, ସାହିତ୍ୟ, କଳା ସଂସ୍କୃତି ଓ ସମାଜସେବା କ୍ଷେତ୍ର ରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଡକ୍ତର ପ୍ରତାପ  ନାୟକ। ତାଙ୍କର ଶିକ୍ଷା ଏମ ଏ, ପି ଏଚ ଡି, ଏମ ବି ଏ। ତାଙ୍କର ଅଧ୍ୟାପକ ଜୀବନ ଆରମ୍ଭ ରେ ସେ ୧୯୮୫ ରେ ତୃପ୍ତି ମହିଳା ମହାବିଦ୍ୟାଳୟ ରୁ ଆରମ୍ଭ କରି…

ଭୁମଣ୍ଡଳ ର ତାପମାତ୍ରା କୁ ନିୟନ୍ତ୍ରଣ କରିବାକୁ ହେଲେ କେବଳ ବୃକ୍ଷ ହିଁ ଏକାନ୍ତ ଆବଶ୍ୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ପକ୍ଷରୁ ବ୍ରାହ୍ମଣ ସିତପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଠାରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯିବା…

ହିଲଟପ ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହିଲଟପ ସ୍ନାତକ ମହାବିଦ୍ୟାଳୟରେ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ଯାପକ ସନ୍ତୋଷ କୁମାର ନନ୍ଦଙ୍କ ତତ୍ୱାବଧାନରେ ୮୦ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ପରିପେକ୍ଷୀରେ…

କୁମ୍ଭାର ସାହିରେ ବାଲ୍ ସଭା କାର୍ଯ୍ୟକ୍ରମ —————————

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ବାଲ ମୁକୁନ୍ଦ ପ୍ରାଥମିକ ସଂସ୍କାର ଅନ୍ତର୍ଗତ "ବାଲ ସଭା" କାର୍ଯ୍ୟକ୍ରମ ସ୍ଥାନୀୟ କୁମ୍ଭାର ସାହି ସ୍ଥିତ ସୁନୀତା ଦିଦିଙ୍କ ବାସଗୃହରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ଶିଶୁମାନଙ୍କୁ…

ରେଳ ବିଭାଗର ବୈମାତୃକ ମନୋଭାବ ପ୍ରତିବାଦରେ ଆନ୍ଦୋଳନ ଡାକରା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବାରମ୍ବାର ଦାବି ଏବଂ ଅଭିଯୋଗ ପରେ ମଧ୍ୟ ନୟାଗଡ଼ ଟାଉନ ରେଳ ସେବାରେ ଆବଶ୍ୟକ ଅନୁଯାୟୀ ସୁଧାର ଆସି ପାରିଲା ନାହିଁ। ବରଂ ଦିନକୁ ଦିନ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ହେୟ ଜ୍ଞାନ ଯୋଗୁଁ ରେଳଷ୍ଟେସନ ରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…