ମାଥିଲି ଉପଖଣ୍ଡ ଚିକିତ୍ସାଳୟ ପରିସର କେଫ୍ରେ ଭୟଙ୍କର ଅଗ୍ନିକାଣ୍ଡ ଅଳ୍ପକେ ବର୍ତ୍ତିଲା ବଡ଼ ବିପଦ, ନିଆଁକୁ ଆୟତ୍ତ କଲା…
ମାଲକାନାଗିରି୧୦/୦୬/୨୬(ସୁରେନ୍ଦ୍ର କୁମାର ବେମାଳ): ମାଥିଲି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆଜି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାଳୟ ପରିସରରେ ଥିବା ଏକ କେଫ୍ରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରକମ୍ପିତ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସୌଭାଗ୍ୟବଶତଃ ଏକ ବଡ଼…