ଜନ ଅଭିଯୋଗ ଶୁଣାଣୀ ରେ ଯୋଗ ଦେଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ଠାରେ ଆଜି ଜନ ଅଭିଯୋଗ ଶୁଣାଣୀ ରେ ସାମିଲ ହେଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରାୟ ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଶୁଣିଲେ ବିଧାୟକ। ମୁଖ୍ୟତଃ ୩ ମାସ ହେଲା ଭତ୍ତା ନ ପାଇ ବହୁତ କଷ୍ଟ…