ପହିଲି ରଜରେ ରାମ ସାଗର ପାର୍କ ଉତ୍ସବମୁଖର;ଜମିଲା ପର୍ଯ୍ୟଟକଙ୍କ ଭିଡ଼,

ଓଡ଼ଗାଁ, ୧୪.୬(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଥମ ରଜ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍ଏସି ଅଧୀନସ୍ଥ ରାମ ସାଗର ପାର୍କରେ ରବିବାର ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଶିଶୁଠାରୁ ଆରମ୍ଭ କରି ବୃଦ୍ଧ–ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ବୟସର ଲୋକ ପାର୍କରେ ଏକତ୍ରିତ ହୋଇ ରଜର ଆନନ୍ଦ ଉପଭୋଗ…

ସମ୍ବାଦ ସାହିତ୍ୟ ଘର ପାରଳାଖେମୁଣ୍ଡିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ରଜ ମଉଜ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବିଶ୍ୱନାଥ ଫଙ୍କସନ୍ ହଲ୍ ଠାରେ ଆଜି ସମ୍ବାଦ ସାହିତ୍ୟ ଘରର ଚତୁର୍ଦ୍ଦଶ ବାର୍ଷିକୋତ୍ସବ ଓ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବ ସମ୍ବାଦ…

ଓଡ଼ଗାଁ ୧ ନଂ ଜୋନ୍‌ କଂଗ୍ରେସର ସାଂଗଠନିକ ବୈଠକ

ଓଡ଼ଗାଁ, ୧୪.୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ୧ ନଂ ଜିଲ୍ଲାପରିଷଦ ଜୋନ୍‌ର କଂଗ୍ରେସ କର୍ମୀ ସମ୍ମିଳନୀ କୁରାଳସ୍ଥିତ ମା’ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ…

ଘଷାଦେଇପୁରରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ମହାରଣାଙ୍କ ମୃତ୍ୟୁ, ପରିବାରକୁ…

ଓଡ଼ଗାଁ, ୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାବରା ପଞ୍ଚାୟତର ଘଷାଦେଇପୁର ଗ୍ରାମରେ ଗତ ୯ ତାରିଖରେ ଘଟିଥିବା ଗ୍ୟାସ ସିଲିଣ୍ଡର ଅଗ୍ନିକାଣ୍ଡରେ ଗୁରୁତର ଭାବେ ଦଗ୍ଧ ହୋଇଥିବା ପ୍ରକାଶ ମହାରଣା (୪୮)ଙ୍କର କଟକ ସ୍ଥିତ ବଡ଼ ଡାକ୍ତରଖାନାରେ ଶୁକ୍ରବାର ରାତିରେ…

ନିଖିଳ ଉତ୍କଳ ଇ.ପି.ଏଫ୍ ପେନସେନରର୍ସ ଆସୋସିଏସନ୍ ର ଏକ ଜରୁରୀ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ନିଖିଳ ଉତ୍କଳ ଇ.ପି.ଏଫ୍ ପେନସେନରର୍ସ ଆସୋସିଏସନ୍ ପକ୍ଷରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ଏକ ଜରୁରୀ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର ସଭାପତି ରମାକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱ ରେ…

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ଅଷ୍ଟମ ଦିନରେ ଏସ୍ ଆର ଏସ୍ ସି, ବ୍ରଦର୍ଶ ଇଲେଭେନ୍, ଜ୍ବୋତି ଏମ୍ପୋରିଅର…

ଓଡ଼ଗାଁ, ୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ସପ୍ତମ ଦିନରେ ଅନୁଷ୍ଠିତ ତିନୋଟି ରୋମାଞ୍ଚକର କ୍ବାଟର ଫାଇନାଲ ମ୍ୟାଚରେ ଏସ୍ ଆର ଏସ୍ ସି,…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାତା ଦିବସ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ସୋନପୁର,୧୪-୦୬(ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତ ଦାତା ଦିବସ ଓ ସ୍ଵେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ…

ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରାର ଶୁଭାରମ୍ଭ

ସୁବର୍ଣ୍ଣପୁର, ୧୪.୦୬.: ଭାରତ ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରା-୨୦୨୬ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆଜି ଜିଲ୍ଲା ସଂସ୍କୃତି ଭବନଠାରୁ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ…

ଅଯୋଧ୍ୟା ରାମ ମନ୍ଦିର ଢାଞ୍ଚାରେ ପାର୍ବତୀ ମଣ୍ଡପ: ବରପାଲିର ୧୪୯ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ବରପାଲି, ୧୪ ଜୁନ: ବରଗଡ଼ ଜିଲ୍ଲାର ଐତିହାସିକ ତଥା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ୧୪୯ତମ ସଂସ୍କରଣ ପାଇଁ ଚଳିତ ବର୍ଷ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ସାତ ଦିନ ଧରି ବ୍ୟାପିବାକୁ ଥିବା ଏହି ମହାନ ଶିବ-ପାର୍ବତୀ ବିବାହ ମହୋତ୍ସବକୁ ନେଇ ସମଗ୍ର ବରପାଲି ଅଞ୍ଚଳ…

ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ନାରଦ ଜୟନ୍ତୀ ପାଳିତ

ବେଲଗୁଣ୍ଠା: ୧୪/୦୬-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ସଭାଗୃହଠାରେ ନାରଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦେବ ମୁନି ନାରଦ ଓ ମାତା…