ଗଣିତ ଓ ବିଜ୍ଞାନ ଶିକ୍ଷାକୁ ତ୍ୱରାନ୍ୱିତ କରାଯିିବ
‘ମୋ ସ୍କୁଲ’ ଓ ଖାନ୍ ଏକାଡେମୀ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର
ଭୁବନେଶ୍ୱର, ୦୭ା ୧୦: ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ‘ମୋ ସ୍କୁଲ ଅଭିଯାନ’ । ଷଷ୍ଠରୁ ଦ୍ୱାଦଶ…