ଏମଜିନରେଗା ୧୫ତମ ସିଏଫସି ବ୍ଲକସ୍ଥରୀୟ ଜନ ଶୁଣାଣୀ ଶିବିର

ସାରସକଣା/ଦିପୁ ମହାପାତ୍ର : ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପରିସରରେ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କୁ ନେଇ 2021-23 ବର୍ଷର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଓ ସାରସକଣା ବିଡ଼ିଓ ଯୋଗ ଦେଇ । ସାରସକଣା ବ୍ଲକରେ…

ସୁନ୍ଦରଗଡ଼ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଏହି ସ୍ଵାଧୀନତା ଦିବସ ପାଳନ ସମାରୋହ ରେ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ମାନ୍ୟବର ମନ୍ତ୍ରୀ ଯୋଜନା ଓ ସଂଯୋଜନ ବିଭାଗ, ଓଡ଼ିଶା…

ରାଉରକେଲାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

  "ସ୍ବାଧୀନତା କୁ ବଜାୟ ରଖିବା ଯୁବ ପିଢି ଙ୍କ ପରମ କର୍ତ୍ତବ୍ୟ ଓ ଦାୟିତ୍ୱ" : ଜିଲ୍ଲାପାଳ ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ସୁନ୍ଦର ଗଡ ଜିଲ୍ଲାପାଳ ଡାକ୍ତର…

ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଓ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ବସନ୍ତ କୁମାର ଜେନା): ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରୀଆଲ୍ ହଲ ଠାରେ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ସହିତ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କା ଙ୍କ ଆବାହକତ୍ବ ତଥା ସଭାପତି…

ଜୁନାଗଡ଼ ରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ l

ଜୁନାଗଡ଼/ଆଦିତ୍ୟ ମହାନ୍ତି; ଜୁନାଗଡ଼ ସହର ତଥା ଆଖ ପାଖ ଅଞ୍ଚଳର ବିଭିନ୍ନ ସଂଗଠନ ତରଫରୁ୭୭ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଜୁନାଗଡ଼ ଏନ ଏ ସି ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କମିଟି ତରଫରୁ ପ୍ରତ୍ୟୁଷରୁ ପ୍ରଭାତ ଫେରି, ରାମ ଧୂନ ଗାନ ଓ ମହାପୁରୁଷଙ୍କ…

ବହୁ ଜନ୍ ସଂଗ୍ରାମ ସମିତ ତରଫରୁ ସ୍ଵାଧୀନତା ଦିବସ ପାଳିତ।

ଜୁନାଗଡ଼,/ଆଦିତ୍ୟ ମହାନ୍ତି: ଜୁନାଗଡ ବହୁଜନ ସଂଗ୍ରାମ ସମିତି ପକ୍ଷ୍ୟରୁ ସମାରୋହ ରେ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସର ରେ ସ୍ତାନୀୟ ନୂଆ ବସ ଷ୍ଟାଣ୍ଡ ରେ ଥିବା ଡାଃ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟ ରେ ସଂଗଠନ ର କର୍ମ କର୍ତ୍ତା ଏକତ୍ରୀତ ହୋଇ…

ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

ସଂଗଠନର ମହିଳା ସଦସ୍ୟାଙ୍କ ପକ୍ଷରୁ ସର୍ବ ଧର୍ମ ଶବ ସଂସ୍କାର ସ୍ଥଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବଲାଙ୍ଗିର/ସନ୍ତୋଷ ଠାକୁର: କୌଣସି ଜାତି, ଧର୍ମ, ବର୍ଣ୍ଣ ନୁହେଁ "ଭାରତୀୟ" ହେଉଛି ଆମର ଅସଲ ପରିଚୟ। ସ୍ୱାଧୀନତା ଦିବସ ମନେ ପକାଇ ଦିଏ ଯେ, ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ଜଣେ…

ସ୍ୱାଧୀନତା ଦିବସ ଅବସର ରେ ବିଭିନ୍ନ ସ୍ଥାନ ରେ ଯୋଗ ଦେଲେ ବାଣୀ କଲ୍ୟାଣ।

 ବାସୁଦେବପୁର - ବାସୁଦେବପୁର ରେ ପବିତ୍ର ସ୍ୱାଧୀନତା ଦିବସ ବହୁ ଆଡମ୍ବର ରେ ପାଳନ ହୋଇ ଯାଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ପତାକା ଉତ୍ତୋଳନ ହୋଇ ଯାଇଛି। ଏହି ଅବସର ରେ ଯୁବ ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି ବାସୁଦେବପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ର…

ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୭ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରରେ କଲେଜର ପରିଚାଳନା କମିଟିର ସଭାପତି ଶ୍ରୀ ନାସିର ବେଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସଭାପତି ମହୋଦୟ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ଆଲୋଚନା

ଭୁବନେଶ୍ୱର:ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ସଂଘର ରହିଥିବା ବିଭିନ୍ନ ଦାବୀ ସଂପର୍କରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ବିଭାଗୀୟ ସଚିବଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗର…