କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଓ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

କେନ୍ଦୁଝର,ତା୧୯/୬- କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟଠାରେ ଏକ ଦିବାସୀୟ ଚକ୍ଷୁ ପରୀକ୍ଷା ଓ ଦନ୍ତଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୂମିକା ଚକ୍ଷୁ ଚିକିତ୍ସାଳୟ, କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରକୁ ସହକାରୀ ବନ…

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା କିନ୍ନର ସଂଘ ର ସୌଜନ୍ୟ ମୂଳକ ସାକ୍ଷାତ

ନବରଙ୍ଗପୁର : 19/06/2026,ଜିଲ୍ଲା କିନ୍ନର ସଂଘ ର ମହିଳା ଉପଦେଷ୍ଟା ତଥା ସମାଜସେବି ଶର୍ମିଷ୍ଟା ଦେଓ ଙ୍କ ନେତୃତ୍ଵ ରେ ଜିଲା କିନ୍ନର ସଂଘ ର ସଦସ୍ୟ ମାନେ ନବରଙ୍ଗପୁର ଜିଲାରେ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପାର୍ଥ କାଶ୍ୟପଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ…

୨୨ ଜୁନ୍ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କବାଣୀ

ଭଦ୍ରକ, ୧୯/୦୬/୨୦୨୬: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ମତ୍ସ୍ୟଜୀବୀ ସତର୍କବାଣୀ ଅନୁଯାୟୀ, ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ୧୮ ରୁ ୨୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗର ପବନ ବହିବା ସହ ବେଳେବେଳେ ଏହାର ବେଗ ୬୦ କିଲୋମିଟର…

ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସମ୍ପର୍କିତ ସଚେତନତା କର୍ମଶାଳା

ଜିଲ୍ଲାରେ ବୁଲିବ ଶିଶୁ ଶ୍ରମିକ ସଚେତନତା ରଥ କଟକ,ତା.୧୯.୦୬.୨୦୨୬ ରିଖ – ଶିଶୁ ଓ କିଶୋର ଶ୍ରମିକ ନିଯୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା ଏବଂ ଏ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସମ୍ପର୍କିତ ଏକ…

ନବରଙ୍ଗପୁରରେ ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳିତ

ନବରଙ୍ଗପୁର ୧୯.୬.୨୦୨୬: ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) ନବରଙ୍ଗପୁରର ସମ୍ମିଳନୀ ଗୃହରେ ଏକ ସଚେତନତା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡା. ପ୍ରଫୁଲ୍ଲ କୁମାର ପାଢ଼ୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ…

ଯୋଗ ସଚେତନତା ରେ ନୂଆ ଇତିହାସ ରଚିବ ବ୍ରହ୍ମପୁର : ୨୧ ଜୁନରେ ଭବ୍ୟ ସମାରୋହରେ ରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ…

ବ୍ରହ୍ମପୁର : ବ୍ରହ୍ମପୁର ନୀଳକଣ୍ଠ ନଗର, ବ୍ରିଟ୍ କଲୋନୀସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖା କାର୍ଯ୍ୟାଳୟରେ ଆଜି *“ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬” ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆୟୋଜକ କମିଟିର…

ସୌର ଶକ୍ତିର ସଫଳତା : ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ

• ଓଡ଼ିଶାର ସୌର ବିପ୍ଳବର ନେତୃତ୍ୱ ନେଉଛି ଗଞ୍ଜାମ• ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ସ୍ଥାପନ • ୪,୧୦୨ ଉପଭୋକ୍ତା ୟୁଏଲ୍ଏ ମଡେଲ ଅଧୀନରେ ସୋଲାର ସ୍ଥାପନ କରିଛନ୍ତି• ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାରେ ମୋଟ ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ ବ୍ରହ୍ମପୁର, ଜୁନ୍ ୨୦୨୬ :…

ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା -୧୮/୦୬ (ଶିବରାମ ଚୌଧୁରୀ ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା , ଗଞ୍ଜାମ ଠାରେ ଆଜି ଅପରାହ୍ଣରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ଟିକାବାଲି ରୁ…

ଭିଡିଓ ବାର୍ତ୍ତା ଯୋଗେ ‘ଶୀତଳ ଷଷ୍ଠୀ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଆଧ୍ୟାତ୍ମିକତା ଓ ଲୋକ ସଂସ୍କୃତିର ବିରଳ ସମାହାର ‘ଶୀତଳ ଷଷ୍ଠୀ’- ଧର୍ମେନ୍ଦ୍ର ପ୍ରଧାନ • ଶୀତଳଷଷ୍ଠୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଭବକୁ ‘ରିଲ୍ସ’ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଯୁବପିଢ଼ିଙ୍କୁ ଆହ୍ୱାନ• ଓଡ଼ିଆ ଜାତିର ସଂସ୍କୃତି ହେଉଛି ଭାବ ଏବଂ ଭକ୍ତିର ସଂସ୍କୃତି• ଆମର…

ଜିଲ୍ଲାସ୍ତରୀୟ ମକ ଡ୍ରିଲ ନିମନ୍ତେ ଟେବୁଲ ଟପ ଏକସରସାଇଜ

ବାଲେଶ୍ୱର, ତାରିଖ -୧୮/୦୬/୨୦୨୬: ବାଲେଶ୍ୱର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ (ସାଧାରଣ) ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ଟେବୁଲ ଟପ ଏକସରସାଇଜ ବୈଠକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିଓମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ…