ଆମ୍ରି ହସ୍ପିଟାଲରେ ବୃଦ୍ଧା ପାଇଲେ ନୂତନ ଜୀବନ
ଲାଗିଲା ତାର ବିହୀନ ଅତ୍ୟାଧୁନିକ ପେସ୍ମେକର
ଭୂବନେଶ୍ୱର – ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭୂବନେଶ୍ୱର ସ୍ଥିତ ଆମ୍ର ହସ୍ପିଟାଲ। ପ୍ରଥମଥର ପାଇଁ ଜଣେ ବୟସ୍କ ମହିଳାଙ୍କ ଠାରେ ଲାଗିଲା ଅତ୍ୟାଧୁନିକ ତାର ବିହୀନ ପେସ୍ମେକର। ଅତ୍ୟଧିକ ମୁଣ୍ଡ ବୁଲାଇ ହେବା…