ପଦ୍ମପୁର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଡିଓ ବିଶ୍ଵନାଥ ସାହୁ ଓ ସାମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ଅବିନାଶ…

ଭାଗବତ ମହାପୁରାଣ ପାଠ ଅନୁଷ୍ଠିତ

ଜମନକିରା /ଲିପନ ନାୟକ : ପ୍ରଭୁ ଶ୍ରୀ ଶ୍ରୀ କେଶବ ଚନ୍ଦ୍ର ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ରାଧାଷ୍ଟମୀ ଠାରୁ ଆରମ୍ଭ କରାଯାଇ ଏବଂ ଭାଦ୍ରବ ପୁର୍ଣିମା ରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ଥାଏ । ଏ ବର୍ଷ ମଧ୍ୟ ସାପ୍ତାହ ବ୍ୟାପୀ ଭାଗବତ ମହାପୁରାଣ ପାଠ, ସତସଙ୍ଗ,…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆସ୍କାର ଭେତନଇରେ କୃଷ୍ଣସାର ମୃଗ ସଂରକ୍ଷଣ ଉତ୍ସବ ଆୟୋଜିତ

ଏକ ସ୍ୱତନ୍ତ୍ର ସିଡ୍ୟୁଲ-୧ର ପଶୁ ବିଷୟରେ ସଚେତନତା ସୃଷ୍ଟି କରିବ ଏହି ଅଭିଯାନ: ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଗୋପାଳପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆସ୍କାର ଭେତନଇ ଗ୍ରାମରେ ଏକ “କୃଷ୍ଣସାର ମୃଗ ସଂରକ୍ଷଣ ଉତ୍ସବ’ ଆୟୋଜନ…

ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଓଡିଶା ସାଇବର ସୁରକ୍ଷା ୨୦୨୩ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆଜି ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ହେବାକୁ ଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ଯକ୍ରମକୁ ନେଇ ସୂଚନା ଦିଆଯାଇଥିଲା। ଓଡିଶା ପୋଲିସ ଆସୋସିଏସନ୍, ସରକାରୀ ବିଭାଗ ଓ ୧୫ଟି…

ଦେଶର ସବୁ ସ୍ଥାନରେ ସାଇବର କ୍ରାଇମ ମାମଲା ବୃଦ୍ଧି ପାଉଛି

ଜଗତସିଂହପୁର,ତା-୨୮.୦୯.୨୦୨୩/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ସାଇବର ସୁରକ୍ଷା ଅଭିଯାନ ସମ୍ପର୍କରେ ସୂଚନା…

କାଶୀପୁର ଶିକ୍ଷକ ସଂଘ ପକ୍ଷରୁ ସ୍ବର୍ଗତ ସିଡଵଲ୍ୟୁଏସଏନଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଲକ ରେ କାର୍ଯ୍ୟରତ ଜଣେ ଭିନ୍ନକ୍ଷମ ପିଲାଙ୍କ ଗୋଷ୍ଠି ସମ୍ବଳ ସଂଯଜକ (ସିଡଵଲ୍ୟୁଏସଏନ) ଙ୍କର ଅକାଳ ବିୟୋଗ ପରେ ଆଜି ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଏକ ନେତୃବୃନ୍ଦ ସ୍ବର୍ଗତ "ସି,ଡାଵଲ୍ୟୁ,ଏସ, ଏନ'' ଙ୍କ ପୈତୃକ ଗାଁ ରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ…

ବିଜୁ ଏକ୍ସପ୍ରେସ ୱେ ରେ ଚାଲୁଛି ଜଙ୍ଗଲୀ ଦନ୍ତା

https://youtu.be/lXY5Gpgw6uM ବରଗଡ଼ :- ସୂଚନା ମୁତାବକ ଏକ ଜଙ୍ଗଲୀ ଦନ୍ତା ହାତୀ ଆଜି ସକାଳୁ ପାଇକମାଲ ବ୍ଲକ ର ଭୁତମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଥିଲା । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମାଣ୍ଡୋଷିଲ ଓ ଭୁତମୁଣ୍ଡା ଗାଁ ଭିତର ଦେଇ ହାତୀଟି ଭୁତମୁଣ୍ଡା ଗ୍ରାମରୁ କଂସଡ଼ା ,ମୁନିକେଲ…

ସୋଆ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୮/୦୯: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ)ର ୨୦୨୦, ୨୦୨୧ ଓ୨୦୨୨ ବ୍ୟାଚର ଶିକ୍ଷା ସମାପ୍ତ କରିଥିବା ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍‌ବିଏ) ଓ ଏମ୍‌ବିଏ (ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍‌)ର ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ସ୍ୱତନ୍ତ୍ର…

ବଙ୍ଗୋପସାଗରରେ ୨୪ ଘଂଟା ମଧ୍ୟରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୨୮/୦୯: ମ୍ୟାଁମାର – ଥାଇଲାଣ୍ଡ ଉପକୂଳ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଂଟା ମଧ୍ୟରେ ବାଂଲାଦେଶ ଉପକୂଳ ମୁହାଁ ହେବା ସହ ଉତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ସାଇବର ନିରାପତ୍ତା ପାଇଁ ଲୋକଙ୍କୁ ସଚେତନ କରିବାକୁ ଅଂଟା ଭିଡିଲା ନବରଙ୍ଗପୁର ପୋଲିସ

ନବରଙ୍ଗପୁର ଜିଲ୍ଲା ପୋଲିସ ଅଧିକ୍ଷାଙ୍କ ସାଇବର କ୍ରାଇମ ସମ୍ପର୍କିତ ପ୍ରେସ ମିଟ ନବରଙ୍ଗପୁର/ ଅଶୋକ ସାହୁ:  ସାଇବର ଠକଙ୍କ ବିରୋଧରେ ଦୃଡ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରେବି ଦେଶରେ ସାଇବର ଅପରାଧର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି.ଏହାର ଅନ୍ୟତମ ପ୍ରମୁଖ କାରଣ ହେଲା…