‘ଶ୍ରଦ୍ଧା’ ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି? : ବସନ୍ତ ପଣ୍ଡା
ଶାସକ ଦଳ ଭୟଭିତ ହୋଇ ଚିତ୍କାର କରୁଛନ୍ତି
‘ଶ୍ରଦ୍ଧା’ର କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଗୁମାସ୍ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ମୁଖ୍ୟମନ୍ତ୍ରୀ ଦାୟୀତ୍ୱରୁ ମୁକ୍ତ ହୁଅନ୍ତୁ
“ଶ୍ରଦ୍ଧା ଓ ଡାଲି” ଦେଖିକି ବାଚସ୍ପତି ମହୋଦୟା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ…