ବ୍ୟବସାୟୀଙ୍କ ହତ୍ୟା ଘଟଣା; ଦୋଷୀଙ୍କୁ ଧରିବା ପାଇଁ ବିଧାୟକ ପ୍ରତାପ ଜେନାଙ୍କୁ ନିବେଦନ କଲେ ପରିବାର ବର୍ଗ
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ମାତକତପୁର ଗ୍ରାମ ଜହ୍ନିଆ ଛକ ନିକଟରେ ଦୁର୍ବୁତମାନେ ବ୍ୟବସାୟୀ ଦୋଳ ଗୋବିନ୍ଦ ଦାସଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଦେବା ଘଟଣା ୮ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରିନାହିଁ ।…