ଇସ୍ରୋ ବୈଜ୍ଞାନିକଙ୍କ ଠାରୁ ଜ୍ଞାନ ଆହରଣ କଲେ ବିଜ୍ଞାନ ଛାତ୍ରୀଛାତ୍ର
ଚନ୍ଦ୍ରଜାନ ୩ର ସଫଳ କାହାଣୀ ବଖାଣିଲେ ବୈଜ୍ଞାନିକ
ଓଡ଼ଗାଁ-୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ "ଷ୍ଟଡି କେୟାର"ରେ ଇସ୍ରୋ ବୈଜ୍ଞାନିକ ପିୟୁଷକାନ୍ତି କର ବିଜ୍ଞାନ ଛାତ୍ରୀଛାତ୍ରଙ୍କୁ ଚନ୍ଦ୍ର ଜାନର ସଫଳ ଉତପ୍ରେକ୍ଷଣ ଓ ଚନ୍ଦ୍ର…