ବାଲିଆପଦା ସେବାସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ: 325 କ୍ୱିଣ୍ଟାଲ ଧାନ ସଂଗ୍ରହ l

 (ନିଶ୍ଚିନ୍ତକୋଇଲି:ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଖଣ୍ଡସାହି ବାଲିଆପଦା ସେବାସମବାୟ ସମିତିର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଆନୁଷ୍ଠାନିକ ଭାବେ ପୂଜକ ପୂଜାର୍ଚ୍ଚନା କରିବା ପରେ ପୂର୍ବତନ ସରପଞ୍ଚ…

ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଓ ବଡ ମେଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା: ପାଣ୍ଡିଆନ

 ଜନ୍ମମାଟି କଟକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଛି ପ୍ରଚଣ୍ଡ ଭଲପାଇବା  ପ୍ୟାରିସ, ଭେନିସ ଭଳି ଲାଗୁଛି ତାଳଦଣ୍ଡା କେନାଲ  ଦେଶରେ ୫ନମ୍ବର ବଡ଼ ହସପିଟାଲ ଏସସିବି  ରେକର୍ଡ ମାର୍ଜିନରେ ଜିତିଲେ ମୁଖ୍ୟମନ୍ତ୍ରୀ କରିବେ ସମ୍ମାନିତ  କଟକରେ ହିଁ ହୋଇଛି ସବୁଠୁ…

ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମତା-ଭି.କେ. ପାଣ୍ଡିଆନ

ସଚେତନତା ସ୍ରୁଷ୍ଟି ଦିଗରେ ଲୋକକଳା ସବୁଠାରୁ ପ୍ରଭାବୀ ମାଧ୍ୟମ .ଶ୍ରୀ ପାଣ୍ଡିଆନ୍ ଭୁବନେଶ୍ୱର :ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ…

ଜାତୀୟସ୍ତରୀୟ ଜନଜାତି ଶିଳ୍ପ ମେଳା ଓ ଜନଜାତି ନୃତ୍ୟ ମହୋତ୍ସବ- 2024 ଉଦଘାଟିତ

• ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି : ମନ୍ତ୍ରୀ • ଜନଜାତି ସମ୍ପ୍ରଦାୟର ବିବିଧତାକୁସଂରକ୍ଷଣ, ସୁରକ୍ଷାଏବଂପ୍ରୋତ୍ସାହନର ଆବଶ୍ୟକତା ରହିଛି: କମିଶନର୍ ତଥା ଶାସନ ସଚିବ ଭୁବନେଶ୍ବର: ବସ୍ତୁବାଦୀ ଦୁନିଆରୁ ବହୁଦୂରରେ ରହୁଥିବା…

ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ବିଶ୍ୱ ଦେଖିବ ବିକଶିତ ଭାରତରେ ଓଡ଼ିଶାରେ ମହିଳା ସଶକ୍ତିକରଣର ଝଲକ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟରେ ଝୁମିବେ ଦର୍ଶକ ଭୁବନେଶ୍ୱର; ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବା ଭାରତ ସରକାରଙ୍କ ପ୍ରତିରକ୍ଷା…

ନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍

ଭୁବନେଶ୍ୱର, ୫/୦୧: ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍ । ଖୋର୍ଦ୍ଧା ଅଂଚଳର ଜନୈକ ଦମ୍ପତିଙ୍କର…

ଭାରତୀଙ୍କୁ ମିଳିଲା ବି ଏସ୍ କେ ୱାଇ ସହାୟତା

ଭୁବନେଶ୍ୱର,:  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି ଏସ୍ କେ ୱାଇ) କାର୍ଡ ଗରିବର ସାଥି ଓ ସାହାରା ସାଜିଛି । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଅନନ୍ତପୁର ଗ୍ରାମର ମହିଳା ଭାରତୀ ଜେନା ଗୁରୁତର ରୋଗରେ ପୀଡ଼ିତ ହୋଇଥିବା ବିଷୟ ଗଣମଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି ଏସ୍ କେ ୱାଇ ଟିମ…

189 ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ ଏକ୍ସନ ପ୍ରୋଗ୍ରାମ

ବରଗଡ :-ବରଗଡ ଜିଲ୍ଲା ପାଇକମାଲ ର ଅଧିକାଂଶ ଅଂଚଳ ଗନ୍ଧମାର୍ଦ୍ଦନ ପର୍ବତ ସହିତ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତ ନୂଆପଡା , ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ବ୍ୟାପି ରହିଛି , ଯାହାଫଳରେ ଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ହେବ ଏହି ଅଞ୍ଚଳରେ ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ…

“ଆମ ସଂକଳ୍ପ ବିକଶିତ ଭାରତ” ରଥକୁ ଭବ୍ୟ ସ୍ୱାଗତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଗୁଣପୁର ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୌର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଏବଂ ନିର୍ବାହୀ ଅଧିକାରୀ ସ୍ୱସ୍ତିକ…

ବିଧିର ବିଡ଼ମ୍ବନାରେ ଛଟପଟ ଅସହାୟ ଯୁବକ ର ଜୀବନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ପ୍ରତ୍ୟେକ ବାପା ମା ଚାହାଁନ୍ତି ତାଙ୍କର ପୁଅ ଝିଅ ପାଠ ପଢିବେ, ରୋଜଗାର କରିବେ ଓ ବାପା ମାଁ ଙ୍କ ସେବା କରିବେ। କିନ୍ତୁ ଭାଗ୍ୟ ର ବିଡମ୍ବନା କହିବା ବା ସମୟ ର ଖେଳ ସମୟଚକ୍ର ର ଖେଳ ରେ ଛନ୍ଦି ହୋଇଥିବା ଅନେକ ବ୍ୟକ୍ତି ଙ୍କ , ମଧ୍ୟରେ ଏକ ଶିକ୍ଷିତ…