ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଅସହଯୋଗ
ସ୍ବାସ୍ଥ୍ୟ ସେବାର ସିଂହଭାଗ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ଅଣଦେଖା
ଝାରସୁଗୁଡା: ସ୍ବାସ୍ଥ୍ୟ ସେବାକୁ ଲୋକାଭିମୁଖୀ ଓ ଅଗ୍ରଣୀ କରିବାର ପ୍ରମୁଖ ଭୂମିକା ନେଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଏଣିକି କୌଣସି ପ୍ରକାର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟରେ ସହଯୋଗ କରିବେ…