ସିଏସଆଇଆର – ଆଇଏମଏମଟି ଦ୍ୱାରା ୫୧ତମ ଶାନ୍ତି ସ୍ୱରୂପ ଭଟ୍ଟନାଗର ଇଣ୍ଡୋର ଫାଇନାଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭୁବନେଶ୍ୱର:- ସିଏସଆଇଆର-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି)ରେ ୫୧ତମ ଶାନ୍ତି ସ୍ୱରୂପ ଭଟ୍ଟନାଗର ଇଣ୍ଡୋର ଫାଇନାଲ ଟୁର୍ଣ୍ଣାମେଣ୍ଟ-୨୦୨୪ ସଫଳତାର ସହ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ସିଏସ୍ଆଇଆରର ଆଡମିନ୍ଯୁଗ୍ମ…