ଖୋର୍ଦ୍ଧା ରେଳୱେ କୁ ହରାଇ ବିଲାସପୁର ରେଳୱେ ସେମିଫାଇନାଲ ରେ।

୨୮ ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ବି ର ତୃତୀୟ ମ୍ୟାଚ୍ ଖୋର୍ଦ୍ଧା ଇଷ୍ଟ କୋଷ୍ଟ ରେଳୱେ ଓ…

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ, ଓଡ଼ିଆଙ୍କ ଅସ୍ମିତା ପ୍ରତି କୁଠାରଘାତ

ଅର୍ପଣ ରଥ କାର୍ଯ୍ୟକ୍ରମରେ ଘୋର ବିଭ୍ରାଟ ପ୍ରଚାର ପାଇଁ କେତେ ଖର୍ଚ୍ଚ ହୋଇଛି ହିସାବ ଦିଅନ୍ତୁ ସରକାର ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ତା. ୧୯.୧- କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ହୋଇଛି ।…

ନୂତନ ରୂପରେ ନୟାଗଡ଼ ଜିଲ୍ଲାର ଅତ୍ୟାଧୁନିକ ରଙ୍ଗମଞ୍ଚ ପଠାଣି ସାମନ୍ତ ସଂସ୍କୃତି ଭବନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ନୟାଗଡ଼ବାସୀଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥିବା ପଠାଣି ସାମନ୍ତ ସଂସ୍କୃତି ଭବନ (ଅଡିଟୋରିଅମ) ଏବେ ନୂତନ ରୂପରେଖ ପାଇବାକୁ ଯାଉଛି। ନୟାଗଡ଼ ବିକାଶର ଅନ୍ୟତମ ସ୍ମାରକୀ ଭାବେ ଠିଆ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ଅଡିଟୋରିଆମ। ନୟାଗଡ଼ ବିଧାୟକ ତଥା ପୂର୍ବତନ…

ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଗଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ ୨୬ ତାରିଖ ରେ ବ୍ଲକ ସ୍ତରୀୟ ଗଣତନ୍ତ୍ର…

ପୋଖରୀରେ ବୁଡି ଜଣେ ମୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ବଡ ଓଲମା ପଞ୍ଚାୟତ ଅନ୍ତର୍ଗତ ବରକି ଗୁଡା ଗ୍ରାମ ର ଜଣେ ବ୍ୟକ୍ତି ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣକ ବରକି ଗୁଡା ଗ୍ରାମ ର ମନୁ ଭତରା (୪୫) । ସୂଚନା ଅନୁଯାୟୀ ବରକି…

ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l

ଗାଇସିଲେଟ /ମନ ଡନସନା :- ଗାଇସିଲେଟ ବ୍ଲକ ର ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ଭୋଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉଦଘାଟନ ସମାରୋହରେ ପ୍ରଧାନ…

ଓଡିଶାରେ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ପାଇଁ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର…

· ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ନିଜର ମଜଭୁତ ମଲ୍ଟି-ଚ୍ୟାନେଲ ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ ଓ ମଲ୍ଟି-ପ୍ରଡକ୍ଟ ଅଫରିଙ୍ଗ ସହିତ ଓଡିଶାରେ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି ।  · ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବା ଓ…

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ସୁନ୍ଦରଗଡ଼ ଠାରେ ନାଟକ ପରିବେଷିତ

ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନାଟକ ' ଭକ୍ତ କର୍ମାବାଈ' ପରିବେଷିତ ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ସୁନ୍ଦରଗଡ଼ ଏବଂ ସ୍ୱସ୍ଥି ଝଙ୍କାର ରାଉଲକେଲା ର ମିଳିତ ଆନୁକୁଲ୍ୟରେ ଆଜି…

ବାଣପୁରରେ ବାଇକ ଦୁର୍ଘଟଣା, ଦୁଇଜଣଙ୍କ ଅବସ୍ଥା ଗୁରୁତର, ଏମ୍ସକୁ ସ୍ଥାନାନ୍ତରିତ

ବାଣପୁର( ସେକ କୌସର ): ଗୁରୁବାର ସନ୍ଧ୍ୟାରେ ବାଣପୁର ସ୍ଥିତ କୁମାରାଙ୍ଗ ରାସ୍ତା ବଡଶଙ୍ଖ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ କୁମାରାଙ୍ଗ ପଞ୍ଚାୟତର କେଶପୁର ଗ୍ରାମର ବଣ୍ଟି ପ୍ରଧାନ (୨୦),ବିକ୍ରମ ଜେନା (୨୩)ବାଣପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ଅସାବଧାନତା…

କ୍ରୀଷ୍ଣା ‘ସ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଦ୍ବିତୀୟ ବାର୍ଷିକୋତ୍ସବ ……

  ଜ୍ଞାନ ଦାନ ସବୁଠାରୁ ଶ୍ରେଷ୍ଠ ଦାନ: ଡ଼ଃ ପ୍ରଧାନ ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୯ ସ୍ଥିତ କ୍ରୀଷ୍ଣା'ସ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଦ୍ବିତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି। ଏହି ବାର୍ଷିକୋତ୍ସବ ରେ ଶିକ୍ଷାବିତ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରଫେସର…