ଆସ୍କା ଲୋକ ସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ରାଜନୀତିର ଏନ୍ତୁଡ଼ିଶାଳ ଖଲ୍ଲିକୋଟ, କାହିଁ କେଉଁ ଆବହମାନ କାଳରୁ ଏ ଚିରାଚରିତ ପ୍ରଥା ଚାଲୁରହିଛି । ରାଜତନ୍ତ୍ର ର‌‌‌ ଅଵସାନ ଘଟିଥିବା ବେଳେ ଏବେ ଖଲ୍ଲିକୋଟ ର ସ୍ଥାନୀୟ ବାସିନ୍ଦା ମାନେ ଗଣତନ୍ତ୍ର ର ସ୍ବାଦ ଚାଖିବାକୁ ପ୍ରୟାସ ଜାରି ରଖିବା…

ରୁଦ୍ର ସାମନ୍ତରାୟଙ୍କ ଦ୍ଵାରା ଆୟୋଜିତ ପାଞ୍ଚ ଦିନିଆ ରକ୍ତଦାନ ଶିବିର ସମାପିତ

ଭୁବନେଶ୍ୱର : ବିଗତ କିଛିଦିନ ହେବ ରାଜଧାନୀର ହସ୍ପିଟାଲ ମାନଙ୍କରେ ଦେଖାଯାଉଥିବା ରକ୍ତର ଅଭାବକୁ ଦୂର କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଦ୍ଵାରା ଆୟୋଜିତ ପାଞ୍ଚ ଦିନିଆ ରକ୍ତଦାନ ଶିବିରର ଆଜି ଶେଷଦିନ ଅନୁଷ୍ଠିତ ହୋଇଯାଇଛି।ଏହି…

ଗୁଣପୁର ପୋୖରାଞ୍ଚଳର ବିଜେଡି କର୍ମୀ ସମ୍ମିଳନୀ , ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଆଜି ପୁରୁଣା ଗୁଣପୁର ଶ୍ରୀଗୁଣ୍ଡିଚା ପଡିଆ ନିକଟରେ ପୌରାଞ୍ଚଳ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ବାଚନ ରଣ କୋୖଶଳ ସହ ନିର୍ବାଚନ ପରିଚାଳନା ନିମନ୍ତେ ୱାର୍ଡ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି: ବିକାଶ ଖୋଜୁଛି ଉପାନ୍ତ ଅଞ୍ଚଲ କୁଟେଲପଦର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୁଟେଲପଦର (କୁସମୁଣ୍ଡି ) ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଚିତ୍ର ଘର ହେଇଛି କିନ୍ତୁ କବାଟ ଝରକା ନ ଥିବାର ଦେଖିବାକୁ ମିଳିଥିଲା l ଏହି ଗାଁ କୁ କିଛି ଅସାଧୁ ଠିକାଦାର…

୬୦ ପରିବାର ଭୋଗୁଛନ୍ତି ପାନୀୟ ଜଳ ର କଷ୍ଟ ଜଳ ଯୋଗାଣ ଅଧିକାରୀ ଙ୍କ ଅଣଦେଖା

ଭବାନୀପାଟଣା( ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତ ଅଧିନସ୍ତ କୁଟେଲପଦର ଗାଁ ରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି l କୁଟେଲପଦର ବସବାସ କରୁଥିବା ପ୍ରାୟ ୪୫ରୁ ଉର୍ଦ୍ଧ ଆଦିବାସି ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ ସରକାର ଯୋଗାଇ ଦେଇଥିବାବେଳେ ତାହା…

ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

ଜଗତସିଂହପୁର,ତା-୩୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଜିଲ୍ଲା କୋର୍ଟ ପରିସରରେ ଶାନ୍ତିଶୁଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ସଭାପତି ,ଉପସଭାପତି ,ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ବହୁ…

କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର) ପୁନରୁତଥାନ ପର୍ବ ପାଳିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର)  ପୁନରୁତଥାନର    ପର୍ବ  କୁ  ପୁରା ଧୁମ ଧାମ ରେ ପାଳନ କରୁଛନ୍ତି   ଶିଶୁ ଠାରୁ ଆରମ୍ଭ କରି ବୁଡ଼ା ବୁଡି ପଯ୍ୟନ୍ତ ଆଜି ଦିନ ରେ ସମସ୍ତେ ମିଶି କି ଯେଇଏଲସି ଚର୍ଚ୍ଚ ରେ…

କଂଗ୍ରେସରୁ ଚିରଞ୍ଜୀବ ଇସ୍ତଫା– ଜଗତସିଂହପୁର ରାଜନୀତି ହଇଚଇ

ଜଗତସିଂହପୁର,ତା-୩୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର କଂଗ୍ରେସର ଭେଣ୍ଟରନ ଲିଡର ଚିରଞ୍ଜୀବ ବିଶ୍ୱାଳ ଆଜି କଂଗ୍ରେସର ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି । ଗତ ୨୦୦୪ ସୀମା ପୁନରଗଠନ ଓ ଆସନ ସଂରକ୍ଷଣ ବ୍ୟବ ବ୍ୟବସ୍ଥା ପୂର୍ବରୁ ଚିରଞ୍ଜୀବ ବିଶ୍ଵାଳ ତିର୍ତ୍ତୋଲର ବିଧାୟକ ଥିଲେ ।…

କଳାହାଣ୍ଡି ଜିଲ୍ଲାରେ ସାଧାରଣ ନିର୍ବାଚନ-୨୦୨୪

ପୋଲିସ ମାଜିଷ୍ଟ୍ରେଟ ସ୍ଵମନ୍ନୟ ଏବଂ ବିଭାଗୀୟ ସ୍କୁଆଡ୍ ଟିମ୍ ଉପରେ ସମୀକ୍ଷା ଭବାନୀପାଟଣା(ରୋହିତ କୁମାର ନାଏକ )ତା ୩୧.୩.୨୦୨୪: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା…

ମରାଠୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କ ଅବସର ଗ୍ରହଣ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ମରାଠୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଓ କାଳି ପ୍ରସାଦ ପଟନାୟକ ଆଜି ଚାକିରୀ ଜୀଵନରୁ ଅବସର ଗ୍ରହଣ କରିଛନ୍ତି। ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ସୁଷମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ…