ଗୁଣୁପୁର ନିର୍ବାଚନମଣ୍ଡଳି ଆସନ ପାଇଁ ତିନି ଗମାଙ୍ଗ ମଧ୍ୟରେ ପ୍ରତିଦ୍ବନ୍ଦିତା।

ବିଜେଡିରୁ ରଘୁନାଥ ବିଜେପିରୁ ତ୍ରିନାଥ କଂଗ୍ରେସ ରୁ ସତ୍ୟଜିତ। ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସାଧାରଣ ନିର୍ବାଚନ ପାଇଁ ବଢିଛି ରାଜନୈାତିକ ଉଷ୍ଣତା। ବିଜେଡି ପାର୍ଥୀ ରଘୁନାଥ ଗମାଙ୍ଗ ବିଜେପି ରୁ ତ୍ରିନାଥ ଗମାଙ୍ଗ କଂଗ୍ରେସ ରୁ ସତ୍ୟଜିତ ଗମାଙ୍ଗ ଗୁଣୁପୁର ନିର୍ବାଚନ ମଣ୍ଡଳି ପାଇଁ…

ଭକ୍ତି ସଙ୍ଗୀତ ସଂସଦ ପରିବାର ପକ୍ଷରୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କୁ ଭକ୍ତିପୂତ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କ ଶୋକସଭା ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର…

ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର-ତା.୦୪.୦୪.୨୦୨୪- ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର…

କଂଗ୍ରେସର ପରିବର୍ତନ ସମାବେଶ ରେ ବିଜୟ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନୀ

 ମଜେସ ଶବର ଓ ଇନାସ ଦଳବେହେରା ସହିତ ଶତାଧିକ ନେତା କର୍ମୀ ବିଭିନ୍ନ ଦଳ ଛାଡ଼ି କଂଗ୍ରେସ ରେ ଯୋଗଦାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଜନ ସମାଗମ ରେ କଂଗ୍ରେସ ର ପରିବର୍ତନ ସମାବେଶ ଅନୁଷ୍ଠିତ ହୋଇଛି। ଏହି…

ଜଗତସିଂହପୁର : ବିଜେଡିରୁ ଇସ୍ତଫା ଦେଲେ ଅମରେନ୍ଦ୍ର ଦାସ

ଜଗତସିଂହପୁର,ତା-୦୪.୦୪.୨୦୨୪/ସୁମନ୍ତ କୁମାର ଦାସ: ଟିକଟରୁ ବଞ୍ଚିତ ହେବା ପରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ରାତିରେ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ | ଏହି ମର୍ମରେ ସେ ଦଳ ସୁପ୍ରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର…

ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, ୦୩/୦୪/୨୦୨୪:୨୦୧୯ ସାଧାରଣ ନିର୍ବାଚନର ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଆଜି ଶଙ୍ଖଭବନ ଠାରେ ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡ. ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ…

ବିଜେଡ଼ିରେ ଯୋଗଦେଲେ ବରଗଡ଼ ଜିଲ୍ଲାର ବିଜେପି ନେତା

ଭୁବନେଶ୍ୱର, ୦୩/୦୪/୨୦୨୪:ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଓ ସମାଜସେବୀ ପରିଣୀତା ମିଶ୍ର ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେବିଜେଡିରେଯୋଗ…

ରାଜଧାନୀରେ ପାରଦ ଉପର ମୁହାଁ : ରୁଦ୍ର ଆରମ୍ଭ କଲେ “ଭ୍ରାମ୍ୟମାଣ ଜଳଛତ୍ର”

ନିର୍ବାଚନୀ ବାତାବରଣରେ ସମାଜସେବା ଭୁଲି ନାହାନ୍ତି ରୁଦ୍ର ସାମନ୍ତରାୟ ଭୁବନେଶ୍ୱର : ରାଜଧାନୀରେ ଦେଖାଦେଲାଣି ଭିଷଣ ଖରା। ଦିନ ୧୧ଟା ନହେଉଣୁ ତାପମାତ୍ରା ୩୫ ଡିଗ୍ରୀ ଛୁଇଁ ଯାଉଛି। ହେଲେ ନିର୍ବାଚନୀ ବାତାବରଣରେ ଭୁଲି ନାହାନ୍ତି ସମାଜସେବା ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ…

ଶ୍ରଦ୍ଧାରେ ବିଶ୍ଵ ସ୍ଵପରାୟଣତା ଦିବସ ପାଳିତ….

ରାଉରକେଲା, (ବସନ୍ତ କୁମାର ଜେନା): ଶ୍ରଦ୍ଧା ଆନୁକୁଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ଅନୁଷ୍ଠାନ ର ପରିସରରେ ବିଶ୍ଵ ସ୍ଵପରାୟଣତା ଦିବସ ପାଳିତ ହୋଇଯାଇଛି। ଏନ୍. ଆଇ.ଟି ର ମନସ୍ତତ୍ଵ ବିଭାଗର ଆସୋସିଏଟ ପ୍ରଫେସର ଡ଼ଃ. ରାମକୃଷ୍ଣ ବିଶ୍ଵାଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ…

ସଙ୍ଗୀତଧାରା ପକ୍ଷରୁ ଶାନ୍ତିଲତା ବାରିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ବିଶ୍ୱଜିତ ନାୟକ) :ଓଡ଼ିଶାର ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ତଥା ଭଜନ ସାମ୍ରାଜ୍ଞି ସ୍ବର୍ଗତ ଶାନ୍ତିଲତା ବାରିକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ସମ୍ମୁଖ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ…