ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଅଯୋଧ୍ୟା ରାମଲାଲା ମନ୍ଦିର ପ୍ରତିଷ୍ଠା ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧିନସ୍ଥ ବ୍ରାହ୍ମଣ ସୀତାପୁରରେ ରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି। ରାଜ ପରୋହିତ ପ୍ରସନ୍ନ ପଣ୍ଡାଙ୍କ ପୌରହିତ୍ୟରେ ହରିହର ଦାସ , ତାଙ୍କ ଧର୍ମପତ୍ନୀ…

ଗାର୍ଡୱାଲରେ ପିଟି ହେଲା ଓଡ଼ିଆ ସିନେ କଳାକାରଙ୍କ କାର, ତିନି ଆହତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର ନମ୍ବର OD-02 BP 9859 ଦୁର୍ଘଟଣା ଗସ୍ତ ହୋଇଛି I ଗ୍ରାମବାସୀ ଙ୍କ ଦ୍ୱାରା ଆହତ ତିନି ଜଣଙ୍କୁ ଉଦ୍ଧାର କରାଯାଇ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି I…

ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଗୁଣପୁର ଉତ୍ସବମୁଖର

ଗୁଣୁପୁର : ଜାନୁଆରୀ 22 ତାରିଖ ଶ୍ରୀରାମ ଙ୍କ ଅଯୋଧ୍ୟା ର ଭଵ୍ୟ ମନ୍ଦିର ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମୟ ରେ ଗୁଣପୁର ବାସୀଙ୍କ ଭିତରେ ଅବିଶ୍ଵସନୀୟ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସହରର ଗଳି କନ୍ଦି ରେ ଶ୍ରୀରାମ ଙ୍କ ନାମ ଜପ, ସଂକୀର୍ତ୍ତନ, ପଣା ବଣ୍ଟନ, ମିଷ୍ଟାନ୍ନ ବଣ୍ଟନ, ନାମ…

ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l

ମାହାଙ୍ଗା - ଶାସକ ପ୍ରଶାସକ): ସବୁବେଳେ ସବୁ ସମୟରେ ଯେତେ କାର୍ଯ୍ୟ ରହିଲେ ବି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଜନସାଧାରଣ ମାନଙ୍କ ପାଇଁ ସୁଖ ଦୁଃଖ ରେ ସାମିଲ ହୋଇଥାନ୍ତି ସୁଚିନ୍ତକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ…

କନ୍ଧମାଳରେ ସଫଳତାର ସହ ଆୟୋଜିତ ହେଲା ମେଗା ନିଯୁକ୍ତି ମେଳା

ଫୁଲବାଣୀ:  ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍‌, ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଂଟାମାଳ ବ୍ଲକ୍‌, ନୟାଗଡ଼…

“ରାଜନୀତିର ପଶାପାଲିର ରାମ ଅଥବା ମର୍ଯ୍ୟାଦା ପୁରୁଷୋତ୍ତମ ରାମ” !!!

ଗାନ୍ଧୀଙ୍କ ରାମ ପୁସ୍ତକ ଲୋକାର୍ପିତ ହେଲା ମାଷ୍ଟର କ୍ୟାଣ୍ଟିନରେ ଭୁବନେଶ୍ଵର: ଅଯୋଧ୍ୟାରେ ଆଜି ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପିତ ହେବା ସମୟରେ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଛକରେ ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଲିଖିତ ଗାନ୍ଧୀଙ୍କ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ

File Photo ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ…

ଓଡ଼ଗାଁ ଶ୍ରୀ ରଘୁନାଥ ଧାମ ସହିତ ପୁରପଲ୍ଲୀ ଉତ୍ସବ ମୁଖର, ତ୍ରିଦିବସୀୟ ରାମତାରକ ଘୃତଯଜ୍ଞର ପୂର୍ଣ୍ଣାହୁତି

ଓଡ଼ଗାଁ,୨୨।୧(ଶ୍ରୀକାନ୍ତ କୁମାର ମିଶ୍ର): ଅଯୋଧ୍ୟା ଠାରେ ନବନିର୍ମିତ ଭବ୍ୟ ମନ୍ଦିର ସହିତ ପ୍ରଭୁ ରାମଲାଲାଙ୍କ ମନ୍ଦିର ପ୍ରବେଶ ଓ ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ ଓଡ଼ଗାଁ ଠାରେ ଜୟ ଶ୍ରୀରାମ ସେବା ସମିତି ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ଶନିବାର ଠାରୁ ଆୟୋଜିତ ରାମତାରକ ଯଜ୍ଞର ଆଜି…

ସରିଲା ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ରାମମୟ ହେଲା ବାଣପୁର-ବାଲୁଗାଁ

ବାଣପୁର (ସେକ କୌସର ): ଆଜି ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ତେବେ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ କୋଟି କୋଟି ଦେଶବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପରିଶେଷରେ ଟିଭି ଓ ମୋବାଇଲ ମାଧ୍ୟମରେ ଦେଖିବାକୁ ସକ୍ଷମ…

ମା’ ନାରାୟଣୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ସ୍ଥଳରେ ଦୁଇ ମୃତ।

ଚିଲିକା(ସେକ କୌସର ): ମା ନାରାୟଣୀ ଙ୍କ ଦର୍ଶନ ନୋହିଲା ,କାର ଧକ୍କାରେ ସ୍ବାମୀ ସ୍ତ୍ରୀ ଙ୍କର ଅକାଳରେ ଚାଲିଗଲା ଜୀବନ।ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ବର୍ଡର ନିକଟ ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଏକ ମର୍ମନ୍ତୁଦ ଘଟଣା ସକାଳୁ ସକାଳୁ ଘଟିଯାଇଛି। ଏକ ଦମ୍ପତି ନାରାୟଣୀ ମନ୍ଦିରକୁ ଯିବା…