ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କଲେ…

ବେଆଇନ ଗାଡି ପାର୍କିଂ ନେଉଛି ଜୀବନ

ଭଦ୍ରାସାହିରେ ସିରିଜ ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର ଆହତ ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ଟଣ୍ଟ ନିକଟରେ ଏକ ମର୍ମତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଆଜି ସକାଳ ୯ଟା ସମୟରେ କୋଇଡା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ହାଇୱା ଟ୍ରକର ଆଗ ଚକ…

ଗଜପତି ଜିଲ୍ଲାରେ ନୂଆ-ଓ ଏବଂ ଯୁବ ଓଡ଼ିଶା , ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯୁବପିଢୀଙ୍କ ଭିତରେ କ୍ରୀଡା , କଳା , ସାହିତ୍ୟ , ସଂସ୍କୃତି ଓ ସାମାଜିକ ସେବା କାର୍ଯ୍ୟର ଭାବଧାରା ଉଦ୍ରେକ କରି ଯୁବଶକ୍ତିକୁ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂଆ-ଓ , ଯୁବ ଓଡ଼ିଶା , ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ…

ପିଏନ୍‌ବି ପକ୍ଷରୁ ସମ୍ ହସ୍ପିଟାଲ୍‌କୁ ଭେଂଟିଲେଟର ଓ ଆଇସିୟୁ ଶଯ୍ୟା ପ୍ରଦାନ

ଭୁବନେଶ୍ୱର, ଜାନୁଆରୀ ୨୩ : ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଗୋଟିଏ ମଲ୍ଟିପର୍ପୋଜ ଭେଂଟିଲେଟର ଓ ୬ଟି ମୋଟୋରାଇଜ୍‌ଡ ଆଇସିୟୁ ଶଯ୍ୟା ପ୍ରଦାନ କରାଯାଇଛି ।ବ୍ୟାଙ୍କର କର୍ପୋରେଟ ସୋସିଆଲ୍ ରେସପନ୍‌ସିବିଲିଟି…

ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ

https://youtu.be/ib8YFq4D5Xs ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଅର୍ବାନ୍ ବ୍ୟାଙ୍କ୍ ପଡିଆ ଠାରେ ପାରଳାର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ 'କ୍ରିଏଟିଭ୍ ଆର୍ଟସ୍' ଆୟୋଜିତ ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର…

ଝୁନଗାପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଳକ୍ ଟାଲ ପଞ୍ଚାୟତ ଅନ୍ତର୍ଗତ ଝୁନଗାପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ବିଡିଓ ଚନ୍ଦ୍ରମଣି ନାଗ ସମ୍ମାନିତ ଅତିଥି ଭାବେ…

ରାମ ନାମରେ ପ୍ରକମ୍ପିତ ହେଲା ଗାଁ ରୁ ସହର

ବରଗଡ :- ଦୀର୍ଘ 500 ଶହ ବର୍ଷ ରୁ ଅଧିକ ସମୟ ର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା ଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍ସବ ମୁଖରିତ ହୋଇ ପଡି ଥିଲା…

ଓଡ଼ିଶା-ମୋ ପରିବାର, ଜୀବନବିନ୍ଦୁର ଉଲ୍ଲେଖନୀୟ ସଫଳତା

୪୧ ମାସରେ ସଂଗ୍ରହ ହେଲା ୪ଲକ୍ଷ ୟୁନିଟ୍ ରକ୍ତ ଗତ ୨୦୨୩ରେ ସଂଗୃହୀତ ହୋଇଛି ୧ ଲକ୍ଷରୁ ଉର୍ଦ୍ଧ୍ଵ ୟୁନିଟ୍ ଭୁବନେଶ୍ୱର:: ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୪୧ ମାସରେ ସଂଗ୍ରହ ହୋଇଛି ୪ଲକ୍ଷ ୟୁନିଟ୍ ରକ୍ତ । କେବଳ ଚଳିତ ବର୍ଷ ୧ଲକ୍ଷ ୟୁନିଟରୁ…

ବିଳମ୍ବିତ ରାତିରେ ଶବ ସତ୍କାର ପାଇଁ ପରିବାର ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ରାତିଅଧରେ, ଚାଲିଗଲା ବୃଦ୍ଧାଙ୍କ ଜୀବନ | ଶେଷ ରୀତିନୀତି ସମ୍ପନ୍ନ କରିବାକୁ ଅସହାୟ ହୋଇପଡ଼ିଥିବା ପରିବାରବର୍ଗଙ୍କ ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର । ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ଅଞ୍ଚଳ ତାରିଣୀ ବିଜୁ ଆଦର୍ଶ କଲୋନୀର ଜଣେ ୮୩ବର୍ଷିୟା ବୃଦ୍ଧା ଛାୟା ବେହେରା…

ପାଇକମାଲ ହାଇସ୍କୁଲ ରେ ସାହିତ୍ୟ ସୃଜନୀ ମେଳା ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ ମେଳା ସହ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଇକମାଳ ବି.ଇ.ଓ. ଚୂଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ସିନାପାଲି ବି ଇ ଓ ଯତୀନ୍ଦ୍ର କୁମାର୍ ସେଠ ମୁଖ୍ୟ ଅତିଥି ଭାବେ…