ବିପକ୍ଷୀଙ୍କୁ ଡୁପ୍ଲିକେଟ ବୋଲି କହିଲେ ଅପରାଜିତା

ବିଚାରଧାରା ଆଧାରରେ ବିନମ୍ର ଭାବେ ଏବଂ ସୀମା ଭିତରେ ରହି କଥା ହେବାକୁ ଦେଲେ ଉପଦେଶ ଭୁବନେଶ୍ୱର -ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ମଧୁବନ ପାର୍କ ରେ ନିଜ ଜନସମ୍ପର୍କ କାର୍ଯ୍ୟକ୍ରମ ସମୟ ରେ ପୁଣି ବିପକ୍ଷୀ ଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା। ବିକାଶ, ଲୋକନୀତି ଓ ଲୋକସେବା ମୋର ପରିଚୟ…

ରେକର୍ଡ ମାର୍ଜିନ ସାଙ୍ଗକୁ ତିନି ଚତୁର୍ଥାଂଶ ଆସନରେ ଜିତିବ ବିଜେଡି: ପାଣ୍ଡିଆନ

 ୧୪୭ ବିଧାନ ସଭା ଓ ୨୧ ଲୋକସଭା ଆସନରେ ଠିଆ ହୋଇଛନ୍ତି ନିଜେ ନବୀନ ପଟ୍ଟନାୟକ  ରେକର୍ଡ ମାର୍ଜିନରେ ଜିତିବ ବିଜେଡି  ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଆଶୀର୍ବାଦ ଦିଅନ୍ତୁ  ଗୋଟିଏ ଆଶୀର୍ବାଦ ବିଧାନସଭା ପାଇଁ ଆଉ ଗୋଟିଏ ଲୋକସଭା ପାଇଁ  ଖାଲି ବିଧାନସଭା ନୁହେଁ,…

ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ମୋଦୀ ଦେଇଛନ୍ତି ୨୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା– ଧର୍ମେନ୍ଦ୍ର ପ୍ରଧାନ

ଦେବଗଡର ତିଳେଇବଣିରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର • ଦେବଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ବାହାରି ବିଶାଳ ବାଇକ ରାଲିରେ ସାମିଲ ହେବା ସହ ସିଦ୍ଧେଶ୍ୱର ମଦାଦେବ ମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ • ଦେବଗଡବାସୀଙ୍କ ସୁଖ ଦୁଃଖରେ ମୁଁ ନିଜକୁ ସବୁବେଳେ ସାମିଲ…

ଦଳର ନିଷ୍ପତ୍ତି ପ୍ରତିବାଦରେ ଲିଟୁଙ୍କ ଶକ୍ତି ପ୍ରଦର୍ଶନ ଯୋଜନା

ଭୁବନେଶ୍ୱର: ଦଳର ସୁପ୍ରିମୋଙ୍କ ଘୋଷଣା ପ୍ରତିବାଦରେ ନିଜ ଶକ୍ତି ପ୍ରଦର୍ଶନ ପାଇଁ ଆଜି ସନ୍ଧ୍ୟାରେ ଆୟୋଜନ କରୁଛନ୍ତି ପଦଯାତ୍ରା ସମାବେଶ | ଏ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଡିଂରେ ନବୀନ ପାଣ୍ଡିଆନ ବବି ଅଛନ୍ତି, ଶଙ୍ଖ ଗାଏବ | ତେଣୁ ସ୍ୱାଧୀନ ପ୍ରାର୍ଥୀ ହୋଇ ବଢ଼ାଇ ପାରନ୍ତି ଅଶୋକ ପଣ୍ଡାଙ୍କ…

ପଦ୍ମଗନ୍ଧ ପ୍ରତି ବିମୁଖ ଲେଖା ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର : ସ୍ବର୍ଗତ କଳ୍ପତରୁ ଦାସଙ୍କ ସମୟରୁ ଲେଖାଶ୍ରୀ ସାମନ୍ତସିଂହାର ଆରମ୍ଭ କରିଥିବା ଉଦ୍ୟମ ଏତେବର୍ଷ ପରେ ସଫଳ ହେଇଛି | ବିଜେପିରେ ରହି ବିଜୁ ଜନତା ଦଳର ସାତ ପୁରୁଷ ଉଦ୍ଧରିବା ପରେ ଆଜି ଶେଷରେ ପଦ୍ମ ଗନ୍ଧ ପ୍ରତି ବିମୁଖ ହୋଇ ଆଜି ଫୁଙ୍କିଛନ୍ତି ଶଙ୍ଖ | ଆଜି ସକାଳେ ବିଜେପିରୁ…

ନିଯୁକ୍ତ ହେଲେ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସଂଯୋଜକ

ଭୁବନେଶ୍ୱର : ନିଯୁକ୍ତ ହେଲେ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସଂଯୋଜକ | ବ୍ରହ୍ମପୁର ଆସନ ପାଇଁ ଚନ୍ଦ୍ରଶେଖର ସାହୁ , ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ ପୁରୀ ପାଇଁ ସୁଭାଶିଷ ଖୁଣ୍ଟିଆଙ୍କୁ ସଂଯୋଜକ…

ନାମନଗଡ଼ ପଞ୍ଚାୟତର ମୁଖ୍ୟ ରାସ୍ତା ମରାମତି ସକାଶେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତ ଅଧିବାସୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର ଅଧିବାସୀ ମାନେ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାସ୍ତା ସମସ୍ୟା ନେଇ ପଞ୍ଚାୟତ ଅଧିବାସୀ ମାନେ ଗଣମାଧ୍ୟମକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଥିବା ସୂଚନା ଦେଇଛନ୍ତି ଯେ…

ରୁଦ୍ରଙ୍କ ସମ୍ପର୍କ ଯାତ୍ରା: ଫରେଷ୍ଟ ପାର୍କରେ ପହଂଚି ସ୍ଥାନୀୟ ବାସିନ୍ଦାଙ୍କ ସହ ପ୍ରାତଃ ଭ୍ରମଣରେ ସାମିଲ

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଖରାର ତାପମାତ୍ରା ବଢିଚାଲିଛି ଏହା ସହିତ ବଢିଚାଲିଛି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମ୍ପର୍କ ଯାତ୍ରା। ଭୋର ୬ଟାରୁ ଆରମ୍ଭ କରି ରାତି ୧୧ ପର୍ଯ୍ୟନ୍ତ ଲୋକ ସହ ଯୋଡିହୋଇ ତାଙ୍କର ବିଭିନ୍ନ ସୁବିଧା ଅସୁବିଧା ବୁଝୁଛନ୍ତି। ଆଜି ସକାଳୁ ଫରେଷ୍ଟ ପାର୍କରେ…

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ଗୋଷ୍ଠୀ ସ୍ୱାସ୍ଥ୍ୟର ବିକାଶ ପାଇଁ ଟିପିଏସ୍ଓଡିଏଲର ପ୍ରୟାସ

ବ୍ରହ୍ମପୁର, ଏପ୍ରିଲ: ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ସ୍ଥାନୀୟ ଗୋଷ୍ଠୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ ଜାରି ରଖିଛି। ଚଳିତ ବର୍ଷର ଥିମ୍ "ମାଇଁ ହେଲଥ, ମାଇଁ ରାଇଟ୍" (ମୋ ସ୍ବାସ୍ଥ୍ୟ, ମୋ ଅଧିକାର)…