ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ସୁବର୍ଣ୍ଣପୁର:- ୧୮-୦୪-୨୦୨୪(ଆର୍ତ୍ତତ୍ରାଣ ମହାପାତ୍ର) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଟ୍ରାକ୍ଟର ମାଲିକ ତଥା ଜଙ୍ଗଲ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ସ୍ବର୍ଗତ ସୁରେଶ ପଟ୍ଟନାୟକ ଙ୍କ ବିଧବା ପତ୍ନୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଶ୍ରୀ ପଟ୍ଟନାୟକ ଙ୍କ…