ବଡ଼ବିଲ ଅବକାରୀ ଥାନାରେ ଅଗ୍ନିକାଣ୍ଡ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଅବକାରୀ ଥାନା କାର୍ଯ୍ୟାଳୟ ପରିସରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସେଠାରେ ଜବତ୍ ହୋଇ ରହିଥିବା ୨ଟି ବୋଲେରୋ, ଗୋଟିଏ ସ୍କର୍ପିଓ, ଗୋଟିଏ ଅଟୋ ସହ ୧୧ଟି ବାଇକ୍ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇ ଥିବାର…