ମୋହନା ଆଞ୍ଚଳିକ ସମନ୍ବୟ ବିକାଶ କ୍ରିୟାନୁଷ୍ଠାନ ପରିଷଦ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ୍ ମୋହନା ୩୯ଟି ପଞ୍ଚାୟତକୁ ନେଇ ଗଠିତ। ଏଠି ରହିଛି ବହୁ ସମସ୍ୟା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ସାଧାରଣ ଜନତା ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ।ଦୀର୍ଘ ବର୍ଷର ଦାବିକୁ କେନ୍ଦ୍ର ଓ…

ଗଜପତି ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କ ନିମନ୍ତେ ବଣଭୋଜିର ଆୟୋଜନ କଲା ପ୍ରଶାସନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ ଓ ଶିଶୁ ମଙ୍ଗଳ ସମିତିର ଅନୁମୋଦନ କ୍ରମେ ରବିବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟପ୍ରକାଶ ବାଡ଼ତ୍ୟାଙ୍କ ନେତୃତ୍ଵତରେ…

ଗଙ୍ଗାଧରପୁର ଷ୍ଟେସନ ନିକଟସ୍ଥ ଟ୍ରାକରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଚିଲିକା (ସେକ କୌସର ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନ ନିକଟସ୍ଥ ଟ୍ରାକରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ମୃତକଙ୍କ ବୟସ ଆନୁମାନିକ ୪୦ ହୋଇଥିବା ବେଳେ ସେ ଏକ ନାଲି ରଙ୍ଗର ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବାର…

ଦିନିକିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଲୋକାର୍ପଣ ସହ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଡାକ ଟିକେଟ୍ ଉନ୍ମୋଚନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟ୍ ଏବଂ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼…

ବିଶ୍ଵର କଲ୍ୟାଣ ଓ ସମୃଦ୍ଧି ପାଇଁ ଯୁବପିଢ଼ି ଆମ ସଭ୍ୟତାର ମୂଲ୍ୟବୋଧକୁ ଆଗକୁ ନେବେ – ଧର୍ମେନ୍ଦ୍ର ପ୍ରଧାନ

ଭିପ୍ସ, ଦିଲ୍ଲୀର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ • ଉଦ୍ୟୋଗ ଭବନରୁ ପିତମପୁରା ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ • ସମାବର୍ତ୍ତନ ଛାତ୍ରଛାତ୍ରୀଙ୍କ ଜୀବନରେ ନୂଆ ଯାତ୍ରାର ଆରମ୍ଭ • ଆମର ଛାତ୍ରଛାତ୍ରୀମାନେ ବଡ ସ୍ୱପ୍ନ ଦେଖିବା ସହ…

ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସମୂହ କାର୍ଯ୍ୟ ଵନ୍ଦ ଆନ୍ଦୋଳନ।

ଖଲିକୋଟ (ଶାସକ ପ୍ରଶାସକ, ଶିବରାମ ଜେନା ): ଆଜି ସ୍ଥାନୀୟ ଖଲ୍ଲିକୋଟ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଥିବା ଜଣାପଡିଛି ।ଏ କ୍ଷେତ୍ରରେ ଖଲ୍ଲିକୋଟ ତହସିଲଦାର ଙ୍କୁ ନିଜର ଦାବି ପତ୍ର ପ୍ରଦାନ କରାଯାଇଥିଲା ବେଳେ |…

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସୋମବାର ୧୯ ଫେବୃଆରୀ ୨୦୨୪ରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି,ଓ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ଅତିରିକ୍ତ…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିଶ୍ଵ ସ୍ତରୀୟ ଗ୍ରନ୍ଥାଗାରରେ ପରିଣତ କରାଯିବ ଏକା ସମୟରେ ୫୦୦ ଶହ ଛାତ୍ର ଛାତ୍ରୀ ପଢ଼ିବାର ବ୍ୟବସ୍ଥା କରାଯିବ ଗ୍ରନ୍ଥାଗାରରେ ଥିବା ସମସ୍ତ ପୁସ୍ତକର ଡିଜିଟାଇଜେସନ କରାଯିବ, ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର ମଧ୍ୟ ଖୋଲିବ ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର…