ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ
ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଆସ୍କା ଥାନା ଅନ୍ତର୍ଗତ ଖଡଭାଗ ଗ୍ରାମର ଅହଲ୍ୟା ଗୌଡ଼ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ ଫୁଲ ଗଛରୁ ଫୁଲ ତୋଳିବା ଦୃତ ଗତିରେ ଆସୁଥିବା ଏକ ଟ୍ରକ ପ୍ରଥମେ ଗୋଟିଏ କାର୍ କୁ ବାଡ଼େଇ ପରେ ଭାରସାମ୍ୟ!-->…