ପଦ୍ମପୁର ସାମ୍ବାଦିକ ସଂଘ : କଳା ବ୍ୟାଚ୍ ପରିଧାନ :ଅତିରିକ୍ତ ଜିଲ୍ଲାପାଳ ଙ୍କୁ ୮ଦଫା ଦାବିପତ୍ର ପ୍ରଦାନ।
ଦାବୀ ପୂରଣ ନହେଲେ ଅସହଯୋଗ କରାଯିବ : ସଭାପତି
ପଦ୍ମପୁର :- ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷୀ, ମୂଲିଆ, ସରକାରୀ କର୍ମଚାରୀ ତଥା ରାଜନେତାଙ୍କ ପାରିଶ୍ରମିକ ତଥା ଭତ୍ତାରେ ବୃଦ୍ଧି କରିଥିବା ବେଳେ ତୃଣମୂଳ ସ୍ତରରୁ ପ୍ରଶାସନର ଉନ୍ନୟନମୂଳକ କାର୍ଯ୍ୟର ପ୍ରଚାର ପ୍ରସାର…