ଆଇଆଇଟି ଭୁବନେଶ୍ୱରର ଅଧ୍ୟୟନରେ ଓଡ଼ିଶାର ବଢ଼ୁଥିବା ତାପଜ ହଟସ୍ପଟ୍ ଚିହ୍ନଟ,
ଅଞ୍ଚଳ-ନିର୍ଦ୍ଦିଷ୍ଟ ଜଳବାୟୁ ପଦକ୍ଷେପ ପାଇଁ ଆହ୍ୱାନ
ରୟାଲ ସୋସାଇଟି ଅଫ୍ କେମେଷ୍ଟ୍ରି ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣାରୁ ଜଣାପଡିଛି ଯେ ଦ୍ରୁତ ସହରୀକରଣ ଏବଂ ଭୂମି ଅବକ୍ଷୟ ସମଗ୍ର ଓଡ଼ିଶାରେ ପୃଷ୍ଠ ଉତ୍ତାପକୁ ତୀବ୍ର କରୁଛି
Figure: ଓଡ଼ିଶାରେ ସ୍ଥାୟୀ ତାପଜ ହଟସ୍ପଟ୍ (ଲାଲ…