ସହଯୋଗ ଲେଖକ କଲ୍ୟାଣ ନ୍ୟାସର ବାର୍ଷିକୋତ୍ସବ

ଭୁବନେଶ୍ୱର: ସହଯୋଗ ଲେଖକକଲ୍ୟାଣ ନ୍ୟାସର ନବମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ଠାରେ ଅନୁଷ୍ଠିତ ହେଇ ଯାଇଛି । ସଭାପତି ଶ୍ରୀ ଅନୀଲ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ,ମୁଖ୍ୟବକ୍ତା ଭାବେ ଡକ୍ଟର ରଜନୀ ରଞ୍ଜନ…

ତିନି ମେକ୍ସ ପିକ୍ଅପ୍ ଗାଡି ସହ ଶାଗୁଆନ୍ କାଠ ଜବତ ଘଟଣା-ବନ ବିଭାଗ ର କାର୍ଯ୍ୟଶୈାଳି ସଂନ୍ଦେହ ଘେରରେ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଶାଗୁଆନ୍ କାଠ ଜବତ କରିବା ଘଟଣା ଉପରେ ବନ ବିଭାଗ ର କାର୍ଯ୍ୟଶୈାଳି ଉପରେ ସାଧାରଣ ଆଲୋଚନା ବିଷୟ ପାଲଟିଛି। ଗତକାଲି ଶନିବାର ଦିନ ତିନୋଟି ମେକ୍ସ ପିକ୍ଅପ୍ ଗାଡିରେ ୪୨ ଟି ଶାଗୁଆନ୍ କାଠ ଜବତ କରିଥିଲେ ଏନେଇ ବନ ବିଭାଗ ସୁଚନା ଦେଇଥିଲେ। ଗାଢି ଚାଳକ…

ବିଜେଡ଼ି ପ୍ରାର୍ଥୀ ଚୟନ ମହିଳାଙ୍କୁ ଅସମ୍ମାନ – ଅପରାଜିତା ଷଡ଼ଙ୍ଗୀ

ଟିକେଟ ପାଇ, ଭୁବନେଶ୍ବର ପହଞ୍ଚିବା ପରେ ନିଜର ଲକ୍ଷ ସ୍ପଷ୍ଟ କଲେ ଅପରାଜିତା ମୋଦିଙ୍କୁ ପୁଣିଥରେ ଆଣିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ଦେଲେ ଆହ୍ବାନ ଭୁବନେଶ୍ୱର ତା୨୭-୦୩ , ଆଗାମୀ ନିର୍ବାଚନ ପାଇଁ ଭୁବନେଶ୍ୱର ଲୋକସଭା ଆସନ ରେ ବର୍ତ୍ତମାନର ସାଂସଦ ଶ୍ରୀମତୀ ଅପରାଜିତା…

ଭଞ୍ଜସାହିତ୍ୟ କୁ ଇଂରାଜୀ ଓ ହିନ୍ଦୀ ଭାଷାର ଅନୁବାଦ ଉପରେ ଗୁରୁତ୍ବ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମମାଟି ଗଞ୍ଜାମ ଜିଲ୍ଲା ର କୁଲାଡ ଗ୍ରାମରେ ୩୪ ତମ ଭଞ୍ଜ ଜଯନ୍ତୀ ପାଳନ ଉତ୍ସବରେ ଭଞ୍ଜସାହିତ୍ୟକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ଓଡିଶାର ବିରଳ ଘୁମୁସର ଭଞ୍ଜମାଟି କୁଲାଡ ଭଞ୍ଜ…

ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବଲିଉଡ ତାରକା ରଣବୀର କପୁରଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ସ୍ୱାଗତ କରୁଛି

କମ୍ପାନୀ ଆକର୍ଷଣ କଲାଭଳି ଏକ ବ୍ରାଣ୍ଡ୍‌ ଅଭିଯାନ ଏବଂ ଟିଭି କମର୍ସିଆଲ୍‌ ରଣବୀର କପୁରଙ୍କୁ ନେଇ ନିକଟ ଭବିଷ୍ୟତରେ ଶୁଭାରମ୍ଭ କରିବ ଅହମଦାବାଦ: ଭାରତର ଅନ୍ୟତମ ଅଗ୍ରଣୀ ଟାଇଲ୍ସ, ଇଞ୍ଜିନିୟର୍ଡ ମାର୍ବଲ, କ୍ୱାର୍ଜ ଏବଂ ବାଥ୍‌ୱେର ବ୍ରାଣ୍ଡ୍‌ ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ…

ଓଡ଼ଗାଁ ବ୍ଳକ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ୨୦୨୪ ସାଧାରଣ ପରି ରିପ୍ରେକ୍ଷୀରେ ଓଡ଼ଗାଁ କୋର୍ଟ ସନ୍ନିକଟ କଂଗ୍ରେସ କାର୍ଯ୍ୟାଳୟରେ ଠାରେ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦଳର ଗ୍ୟାରେଣ୍ଟି କାର୍ଡର ଉନ୍ମୋଚନ କରାଯାଇଥିଲା । କଂଗ୍ରେସ ଦଳ ଚଳିତ ନିର୍ବାଚନରେ ବିଜୟ ହାସଲ କରି କ୍ଷମତାକୁ ଆସିଲେ…

ଓଡ଼ଗାଁ ବିଜେଡି ଶିବିରରେ ଉତ୍ସାହ

ଓଡ଼ଗାଁ,୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାନସଭା ଆସନରୁ ବିଧାୟକ ଡ଼ ଅରୁଣ କୁମାର ସାହୁ ତାଙ୍କର ପଞ୍ଚମ ପାଳିରେ ପୁଣି ଥରେ ବିଧାୟକ ପ୍ରାର୍ଥୀ ରୂପେ ଦଳ ତରଫରୁ ମନୋନୀତ ହୋଇଥିବାରୁ ସ୍ଥାନୀୟ ବିଜେଡି ନେତା, କର୍ମୀ ଓ ସମର୍ଥକ ମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ…

ସମ୍ମମ୍‌ରେ ପୁଣି ଅଂଗଦାନ: ଅନ୍ୟ ରାଜ୍ୟକୁ ପଠାଗଲା ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଅଂଗ

ଭୁବନେଶ୍ୱର, ୨୭ ମାର୍ଚ୍ଚ : ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି ।କୃଷ୍ଣ ଚନ୍ଦ୍ର…

ବିଜେଡି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ପ୍ରଥମ ତାଲିକାରେ ବଦ୍ରି, ଦେବୀ, ରାଜା , ପ୍ରଫୁଲ୍ଲ, ଅରୁଣ, ଅତନୁ, ଆରୁଖ, ସଞ୍ଜୟ, ପୁଷ୍ପେନ୍ଦ୍ର, ସୁଶାନ୍ତଙ୍କ ପରି ଭେଟେରାନ ଲୋକସଭା ପାଇଁ ସମ୍ବଲପୁରରେ ବବି, ମୟୁରଭଞ୍ଜରେ ସୁଦାମ, ସୁନ୍ଦରଗଡ଼ରେ ଦିଲ୍ଲୀପ, କେନ୍ଦ୍ରାପଡ଼ାରେ ଅଂଶୁମାନ ଆଜି ଜଏନ କରି ଭୁବନେଶ୍ୱର ଲୋକସଭା ଆସନ ପାଇଁ…

ତଟରକ୍ଷୀ ବାହିନୀ ଜବତ କଲା ଦୁଇ ମାଛ ଧରା ଟ୍ରଲର ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ବର୍ତ୍ତମାନ ଅଲିଭି ରିଡେଲ କଇଁଚ ଙ୍କ ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟା ସମୁଦ୍ର ବକ୍ଷରେ ଜାରି ରହି ଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ତରଫରୁ ଯନ୍ତ୍ରଚାଳିତ ବୋଟ ଉପରେ ମାଛ ଧରିବା କଟକଣା ଜାରି କରାଯାଇଛି । ହେଲେ ଏହି କଟ କଣାକୁ ଖାତିର ନ କରି ଦେବୀ ମାଉଥ…