ଓଡିଶା ଦିବସ ପାଳନ ବୈଠକ ଅନୁଷ୍ଠିତ: ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର- ତା. ୨୯.୦୩.୨୦୨୪- ଚଳିତ ବର୍ଷ ଓଡ଼ିଶା ଦିବସ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଛି । ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ଏହି ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର…

ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଲଢେ଼ଇ ଜାରି ରଖିବାକୁ ପାଣ୍ଡିଆନଙ୍କ ଆହ୍ବାନ

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ ଭୁବନେଶ୍ୱର, ୨୯/୦୩/୨୦୨୪:ବିଜୁ ଯୁବଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ…

ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ ପରମ୍ପରା ଉପରେ ବ୍ରେକ ।

ବିଧାୟକ ରଘୁନାଥ ଗମାଙ୍ଗ ପୁଣି ରିପିଟ ହେଲେ  ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପୂର୍ବ ଅନୁମାନ କରିବା ଭଳି ଗୁଣପୁର ବିଧାୟକ ରଘୁନାଥ ଗାମାଙ୍ଗଙ୍କ ପ୍ରତି ଆଉଥରେ ଦଳ…

ଗୁଣପୁର ପକ୍ଷଘାତ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ୱ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଡ଼ମ୍ବସରା ଉଚ୍ଚ ବିଦ୍ୟାଳୟର ପକ୍ଷଘାତ ଦିବ୍ୟାଙ୍ଗ କ୍ରୀଡା ଶିକ୍ଷକ ସୁରେନ୍ଦ୍ର କୁମାର ନାୟକଙ୍କୁ ନିର୍ବାଚନ ଦାୟିତ୍ୱ ଦେବା ଘଟଣା ଆଶ୍ଚର୍ଯ୍ୟ କରିଛି। ଶିକ୍ଷକ ସୁରେନ୍ଦ୍ର ଠିକ ରୂପେ ଠିଆହୋଇ କଥା ହୋଇପାରୁନଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ…

ଚୋରି ସିଲିଂ ପଙ୍ଖା, ମୋଟର ପମ୍ପ ଉଦ୍ଧାର : ଅଭିଯୁକ୍ତ କୁ ଗିରଫ୍ କଲା ପଦ୍ମପୁର ପୋଲିସ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ : ସ୍ଥାନୀୟ ଚନ୍ଦ୍ରାବତୀ ସ୍କୁଲ ରୁ ଚୋରି ହୋଇଥିବା ପଙ୍ଖା ଓ ମୋଟର ପମ୍ପ କୁ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ l ପ୍ରାପ୍ତ ସୂଚନା ଅନୁଯାୟୀ ଗତ ରବିବାର କେହି ଚନ୍ଦ୍ରାବତୀ ସ୍କୁଲର ତାଲା ଭାଙ୍ଗି…

ସମ୍ ହସ୍ପିଟାଲ୍‌ରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୯ ମାର୍ଚ୍ଚ: ଯକ୍ଷ୍ମା ଅର୍ଥାତ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ…

କଂସ ବଧ ସହ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ l

ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମପଞ୍ଚାୟତ ଅର୍ନ୍ତଗତ ବୁଢୀମାଲ ଗ୍ରାମଠରେ କଂସ ବଧ ସହ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ପାଞ୍ଚଦିନ ଧରି ଚାଲିଥିବା ଏହି ଉତ୍ସବରେ ଚୋବିଶି ପ୍ରହରୀ ନାମଯଜ୍ଞ, କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କଂସ…

ଆପ ପକ୍ଷରୁ ଉପବାସ ପ୍ରତିବାଦ

ଇଡି ଦ୍ଵାରା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ ଏବଂ ଗଣତନ୍ତ୍ର ରକ୍ଷା ଦାବିରେ ଭୁବନେଶ୍ଵର ସହିତ ରାଜ୍ୟର ସମସ୍ତ ଜିଲ୍ଲା ତଥା ବିଧାନ ସଭା କ୍ଷେତ୍ରରେ ଆପ୍ କର୍ମୀଙ୍କ ଏକ ଦିବସୀୟ ଉପବାସ । ଭୁବନେଶ୍ୱର: ଇଡି ଦ୍ଵାରା ଦିଲ୍ଲୀର କେଜରିୱାଲ ଙ୍କ ଗିରଫର…

କାଶୀପୁର ଠାରେ କଂଗ୍ରେସ ଗ୍ୟାରେଣ୍ଟି ଇସ୍ତାହାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଗାମୀ ସାଧାରଣ ନିର୍ବାଚନ ରେ କେନ୍ଦ୍ର ଶାସିତ ବିଜେପି ଦଳ କୁ ମାତ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ " କଂଗ୍ରେସ ର ଗ୍ୟାରେଣ୍ଟି " ଇସ୍ତାହାର କାର୍ଯ୍ୟକ୍ରମ କାଶୀପୁର ଠାରେ ଅନୁଷ୍ଠିତ ହେଇଯାଇଛି ।କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ଅନ୍ତର୍ଗତ ୨୪ ଟି…

ସୀମାନ୍ତ ମହାବିଦ୍ୟାଳୟ +୨ ଜାତୀୟ ସେବାଯୋଜନା ଶାଖାର ରକ୍ତଦାନ ଶିବିର

 ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା +୨ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ପାରମ୍ପରିକ ଭାବେ ମହାବିଦ୍ୟଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧ ଦେବ କର ଉଦଘାଟନ କରିଥିବା…