୧୩ ମାସ ହେଲା ଭତ୍ତା ମିଳିନି : ଇଏ କି କଥା !!!!!!

ତେନ୍ତୁଳିଖୁଣ୍ଟି/କୃପା ନିଧି ରାଉତ (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଂଚାୟତ ର ତିନି ଜଣ ହିତାଧିକାରୀ ଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ଦିଗିସଦର ପଂଚାୟତ ର ଚଞ୍ଚଳା ଭତ୍ରା 54 ପିତା ବଳରାମ ଭତ୍ରା ଦୀର୍ଘ 13 ମାସ ହେବ ଭତ୍ତା…

ଆଇଆଇଟି ଭୁବନେଶ୍ୱରରେ ଉତ୍କଳ ଦିବସ ପାଳନ ଅବସରରେ ଓଡ଼ିଶା ଇତିହାସ ଓ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର, ୧ ଏପ୍ରିଲ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଆ ଏବଂ ଇଂରାଜୀ ସାହିତ୍ୟର ବିଶିଷ୍ଟ ବକ୍ତା ତଥା ସାପ୍ତାହିକ ଖବରକାଗଜ “ଚିର ସନ୍ଧାନ” ର ସମ୍ପାଦକ ପ୍ରଫେସର ପାର୍ଥସାରଥୀ ଅଜୟ ବାରିକ…

ସୋଆ ପକ୍ଷରୁ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର, ୧ ଏପ୍ରିଲ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ସ୍ମୃତିକୁ ଉଦ୍‌ଜୀବିତ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ…

ମଧ୍ୟ ପାଇଁ ଚର୍ଚ୍ଚାରେ ରୁଦ୍ର

https://youtu.be/zWutSZWZeVM ଭୁବନେଶ୍ୱର : ରାଜଧାନୀରେ ଜୋର୍ ଧରିଛି ନିର୍ବାଚନ ମାହୋଲ। ଏହି ଦୌଡରେ ସାମିଲ ହୋଇଛନ୍ତି ଅନେକ ରାଜନେତା। ଏଥିରୁ ବାଦ ପଡିନାହାନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ଆଶାୟୀ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ। ବିଗତ ୧୦ ବର୍ଷ ହେବ…

ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର,ତା.୦୧/୦୪: ଭୁବନେଶ୍ବର ବିଜେପି କାର‌୍ୟ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ…

କଳେବଳେ ଜିତିବା ପାଇଁ ବିଜେଡି ସରକାରୀ କଳର ଦୁରୁପଯୋଗ କରୁଛି: ସତ୍ୟବ୍ରତ ପଣ୍ଡା

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ  ଆଦର୍ଶ ଆଚରଣ ବିଧି ଲାଗୁ ହେଲା ପରେ ଗ୍ରାମପଂଚାୟତ ବିକାଶ ଯୋଜନା ପ୍ରକାଶ କରି ଭୋଟରଙ୍କୁ ପ୍ରଭାବିତ କରିବା ଅପଚେଷ୍ଟା କରାଯାଉଛି  ଗ୍ରାମ ପଂଚାୟତ ବିକାଶ ଯୋଜନାରେ ମଞ୍ଜୁର ହୋଇଥିବା…

ଦଳ ଭାଙ୍ଗି ଯାଉଥିବାରୁ ପ୍ରଳାପ କରୁଛନ୍ତି ବିଜେଡି ନେତା : ଗୋଲକ ମହାପାତ୍ର

 ‘ମିଛ ଓ ଗୁଜବ ସୃଷ୍ଟିକାରୀ ବିଜେଡି’କୁ ଉଚିତ୍ ଜବାବ୍ ଦେବା ପାଇଁ ଓଡିଶାବାସୀ ମନସ୍ଥିର କରିଛନ୍ତି ଭୁବନେଶ୍ୱର,ତା.୦୧/୦୪: ଭାରତୀୟ ଜନତା ପାର୍ଟୀ ହେଉଛି ବିଶ୍ୱର ସବୁଠୁ ବଡ ଏବଂ ଗଣତାନ୍ତ୍ରୀକ ରାଜନୈତିକ ଦଳ । ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ବିଜେପିରେ ପ୍ରାର୍ଥୀ ଟିକେଟ୍ ନାମ…

ଗୋପବନ୍ଧୁଙ୍କ ଜନ୍ମପୀଠରେ ପାଣ୍ଡିଆନ

 ସୁଆଣ୍ଡୋରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା  ଉପସ୍ଥିତ ଥିଲେ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା https://youtu.be/jCcZzdg1MQM ଭୁବନେଶ୍ୱର:ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତିର ପୂଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ଗୋପବନ୍ଧୁଙ୍କ…

ଭାଷା ଓ ସଂସ୍କୃତି ଆମର ଅସ୍ମିତା ଏବଂ ଅସ୍ମିତା ସବୁବେଳେ ସ୍ୱାଭିମାନ ସହ ଯୋଡ଼ି ହୋଇରହିଛି -ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ଦିବସରେ “ଓଡ଼ିଶା @୧୦୦ ସମ୍ଭାବନାର ଶତାବ୍ଦୀ” କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ • ୮୯ତମ ‘ଉତ୍କଳ ଦିବସ’ର ଶୁଭେଚ୍ଛା ଜଣାଇବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ • ବିଜ୍ଞାନ, ଗବେଷଣା,…

ସମ୍ମାନୀତ ହେଲେ କାମାକ୍ଷାନଗର ଏସଡିପିଓ

ଢ଼େଙ୍କାନାଳ/ରବିନ୍ ଦାସ; ରାଜ୍ୟ ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅବସରରେ ବହୁ ଦକ୍ଷ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏସଡିପିଓ ଶ୍ରୀ ସ୍ନେହାଶିଶ ସାହୁ ମଧ୍ୟ ସମ୍ମାନୀତ ହୋଇଛନ୍ତି । ଶ୍ରୀ ସାହୁ ପୂର୍ବରୁ ନୟାଗଡ଼…