ନେତାଙ୍କୁ ନୂଆ ଦାୟିତ୍ବ ଦେଲା ବିଜୁ ଜନତା ଦଳ

ଅମର ବରିଷ୍ଠ ଉପସଭାପତି , ସରୋଜ ସାମଲ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀମୟୀଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି, କଳାହାଣ୍ଡି କ୍ୟାମ୍ପେନିଂ କମିଟି ସଭାପତି ଭାବେ ଭୂପିନ୍ଦର ସିଂ ଭୁବନେଶ୍ୱର : ଟିକଟରୁ ବଂଚିତ ହୋଇଥିବା ଅସନ୍ତୁଷ୍ଟ ନେତାମାନଙ୍କୁ ଦଳୀୟ ପଦବୀ ଓ ଦାୟିତ୍ୱ ଦେଇଛି…

ବିପିଏନଏସଆଇ ଏବଂ ଆଇ ଆଇ ଏସ୍ ଏସ୍ ଏସ୍ ସି ମଧ୍ଯ ରେ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର -ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ଯମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ଯରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି।…

ସୋଢଙ୍ଗାଇ ଗ୍ରାମରେ ଅସହ୍ୟ ହେଉଛି ଜଳ ପୀଡା

ଦୁଇ ମାସ ହେଲା ସୋଲାର୍ ଟାଙ୍କି ଅଚଳ,୪୦୦ ଲୋକଙ୍କୁ ଭରସା ଗୋଟିଏ ନଳକୂପ । ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପାନୀୟ ଜଳ ଯୋଗାଣକୁ ସୁଦୃଢ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ ହେଉଥିବା ବେଳେ ସୋଢଙ୍ଗାଇ ଗ୍ରାମରେ ଏହା ପ୍ରହସନରେ ପରିଣତ ହୋଇଛି ।ଗତ ଦୁଇମାସରୁ ଉର୍ଦ୍ଧ୍ଵ ହେବ…

ପଦ୍ମପୁର ବିଜେପିକୁ ପୁଣି ଶକ୍ତ ଝଟକା l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: - ସ୍ଥାନୀୟ ବିଜୁ ଜନତା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ପହୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତର ଶତାଧିକ ବିଜେପି ପୁରୁଷ ଓ ମହିଳା କର୍ମୀ…

ମହାନଦୀ କୂଳରେ ଥିବା ଜିଲ୍ଲାରେ ମରୁଡି ହେବା କ’ଣ ୨୪ ବର୍ଷ ଶାସନର ରୂପାନ୍ତରଣ ? – ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା ଲାଇକେରା ଓ କିର୍ମିରାରେ ଜନସମାବେଶ ଏବଂ କର୍ମୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ • ଝାରସୁଗୁଡ଼ାକୁ କଲ୍ୟାଣକାରୀ ଯୋଜନାରେ ମୋଦୀ ଦେଇଛନ୍ତି ପ୍ରାୟ ୪ ହଜାର କୋଟି ଟଙ୍କା • ଲାଇକେରାବାସୀ ଆମ ପରିବାରକୁ ସର୍ବଦା ଆଶୀର୍ବାଦ ଦେଇ ଆସିଥିବାରୁ ମୁଁ ଋଣୀ• କେନ୍ଦ୍ରମନ୍ତ୍ରୀଙ୍କ…

‘ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା’ ବିଜେଡି ନେତ୍ରୀ ସୁଲତା ଦେଓଙ୍କ ପୁରୁଣା ଅଭ୍ୟାସ: କସ୍ତୁରୀ ମିଶ୍ର

ଭୁବନେଶ୍ୱର, ତା.୨୩/୦୪: ବିଜେଡି ସାଂସଦ ସୁଲତା ଦେଓଙ୍କୁ ପାର୍ଟିରେ କୋଣଠେସା କରାଯିବା ପରେ ସେ ଭାଙ୍ଗିପଡିଥିବା ମନେହେଉଛି । ତେଣୁ ନିର୍ବାଚନ ସମୟରେ ଦଳର ଆସ୍ଥାଭାଜନ ହେବା ପାଇଁ ସେ ସୁଜାତା କାର୍ତିକେୟନଙ୍କ ଇଙ୍ଗିତରେ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା…

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡି

ଏସଏଚଜି ମହିଳାଙ୍କୁ ଦୁବାଇ ନପଠାଇବାକୁ କରିଥିଲେ ଷଡଯନ୍ତ୍ର ମହିଳାଙ୍କୁ ପୁଣିଥରେ ଘରର ଚାରିକାନ୍ଥ ଭିତରେ ରଖୁବାକୁ ଉଦ୍ୟମ ମହିଳା ବିରୋଧ ମନୋଭାବର ଉଚିତ୍ ଜବାବ ଦେବେ ମହିଳା ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି…

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” – ଓଡ଼ିଆ ସଂସ୍କରଣ କଟକରେ ଲୋକାର୍ପିତ

କଟକବାସୀଙ୍କ ହୃତ ଗୌରବ ଫେରାଇ ଆଣିବା ପାଇଁ " ମୋଦିଙ୍କ ଗ୍ୟାରେଂଟି" ଜରୁରୀ : ଭର୍ତୃହରି ମହତାବ  ମୋଦି ଗ୍ୟାରେଂଟି ସଂକଳ୍ପପତ୍ର-୨୦୨୪ର ଓଡ଼ିଆ ସଂସ୍କରଣକୁ ବିଜେପି ଓଡ଼ିଶାର ଘରେ ଘରେ ପହଂଚାଇବ  ମୋଦିଙ୍କ ଗ୍ୟାରେଂଟି ଦ୍ୱାରା ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ…

ଦାଦନ ଯନ୍ତ୍ରଣାରେ ଆଖି ବୁଜିଲେ ଭଞ୍ଜନଗର ବ୍ଳକ୍ ଖମାରେଡି ଗ୍ରାମର ଯୁବକ, ନରସିଂହ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଦାଦନ ଯନ୍ତ୍ରଣା ରେ ଛଟପଟ ହେଉଛି ଗଂଜାମ ଜିଲ୍ଲା, କିଏ ତାମିଲନାଡୁ ଯାଉଛି ତ କିଏ ସୁରତ ତ; ଆଉ କିଏ ହାଇଦ୍ରାବାଦ୍। ସେଠାରେ ପୁଣି ପ୍ରତ୍ୟେକ ଦିନ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେବାର ଖବର ଆସୁଛି।ଓଡ଼ିଶାରେ ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ର…

ପ୍ରସିଦ୍ଧ ବୈଶାଖ ମେଳାର ପୋଷ୍ଟର ଉନ୍ମୋଚନ

ବରଗଡ଼ ;- ଆସନ୍ତା ମେ ମାସ 19 ତାରିଖ ରୁ 23 ତାରିଖ ପର୍ଯନ୍ତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ପ୍ରସିଦ୍ଧ ବୈଶାଖ ମେଳା ର ଭବ୍ୟ ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ଆଜି ମହାପ୍ରଭୁଙ୍କ ମନ୍ଦିର କାର୍ୟ୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବରିଷ୍ଠ…